ଶିକ୍ଷା ଅଧିକାର ଆଇନକୁ ଫୁ: ଇସ୍ପାତ ସ୍କୁଲ ଓ ପ୍ରଗତି ସ୍କୁଲରେ ବାଜୁନି ପାଣିଘଣ୍ଟି !

Spread the love
  •  
  •  
  •  
  •  
  •  

ରାଉରକେଲା,୧୮/୧୨ (ସନ୍ଧାନ ନିଉଜ/ସୁବୋଧ ନାୟକ ) :ଇସ୍ପାତ ସ୍କୁଲ ଓ ପ୍ରଗତି ସ୍କୁଲରେ ପାଣିଘଣ୍ଟି ବାଜୁନି ବୋଲି ଅଭିଭାବକ ମହଲା ରୁ ଅଭିଯୋଗ ହୋଇଛି । ଏପରି ମଧ୍ୟ ଅଭିଯୋଗ ହେଇଛି ଯେ,ପ୍ରଗତି ସ୍କୁଲ ପ୍ରଶାସନକୁ ମଧ୍ୟ ଖାତିର କରୁନି , ବିଶ୍ରା

ଏ ବି ଇ ଓ  ରାଜଶ୍ରୀ ମଲ୍ଲିକଙ୍କ ନିର୍ଦେଶ ମଧ୍ୟ ପାଣିର ଗାର ସଦୃଶ ହୋଇଛି ! ପିଲା ମାନେ ସ୍କୁଲରେ ଥିବା ବେଳେ 3 ଥର ପାଣି ପିଇବା ନିୟମ ଥିବା ବେଳେ, ଏହା  ମଧ୍ୟ ପାଣିର ଗାର ସଦୃଶ ହୋଇଛି ! ସେହିପରି ପ୍ରଗତି ସ୍କୁଲରେ ସ୍କୁଲ ପିଲାଙ୍କ ଫି ବୃଦ୍ଧି ଓ ଅନ୍ୟ  ଅସୁବିଧା ସମ୍ପର୍କରେ ସବୁ ସମୟରେ  ଅଭିଭାବକ ମାନେ ଅଭିଯୋଗ କରୁଥିଲେ ମଧ୍ୟ. ଫଳାଫଳ ଶୂନ ! ସେକ୍ଟର -୨୨ ଇସ୍ପାତ ସ୍କୁଲ ଆଡମିଶନ ବିବାଦ: କେବଳ ପ୍ରତିଶୃତି ମିଳିଛି, ହୋଇନି ସମାଧାନ !  ଏହି ସ୍କୁଲ  ଶିକ୍ଷା ଅଧିକାର ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରୁଛି  2009( କ) RTI ACT 12CC govt notification No-4030/20,5/2014 ନିୟମ ଅନୁସାରେ, ସ୍କୁଲର ପ୍ରଥମ ଶ୍ରେଣୀର 40 ସିଟ ମଧ୍ୟରୁ 25 ପ୍ରତିଶତ  ମାନେ  10ଟି ସିଟ ଏସି , ଏସଟି, ଓବିସି, ବିପିଏଲ ପାଇଁ ସରଙ୍ଖିତ ଥିବା ବେଳେ, ବିନା ଲଟେରୀ ତଥା ବିଇଓଙ୍କ ଅନୁପସ୍ଥିତିରେ ଚୟନ କରାଯାଇଛି, ଯାହାକି  ନିୟମ ବିରୁଦ୍ଧ ଅଟେ ବୋଲି ସଂଘ ପକ୍ଷରୁ  ଆବାହକ ଅମୀୟ ମଲ୍ଲିକ,ପ୍ରଭାତ ବାବୁ, ଯୋଗେନ୍ଦ୍ର ମହାନ୍ତି, ବିଚିତ୍ର ଦାସ, ଅଜୟ ସାହୁ ପ୍ରମୁଖ ଅଭିଯୋଗ ଆଣିଛନ୍ତି  ।

Related Posts

About The Author

Add Comment