ରେଭେନ୍ସା ମହାବିଦ୍ୟାଳୟର ଉପ କୁଳପତି ଶ୍ରୀଯୁକ୍ତ ଅର୍କ ଦାଶ ମହାପାତ୍ରଙ୍କୁ ଓଡିଶାର ରାଜ୍ୟପାଳ ସମ୍ମାନିତ କରିଛନ୍ତି

Spread the love

ଭୁବନେଶ୍ୱର  : ୧୫/୪/୨୬ (ସନ୍ଧାନ ନ୍ୟୁଜ )  ଭୁବନେଶ୍ୱରର ରାଜଭବନ ରେ ରେଭେନ୍ସା ମହାବିଦ୍ୟାଳୟ ର ଉପ କୁଳପତି ଶ୍ରୀଯୁକ୍ତ ଅର୍କ ଦାଶ ମହାପାତ୍ର ଙ୍କୁ ରାଜ୍ୟପାଳ ସମ୍ମାନିତ କରିଛନ୍ତି। ଯେବେଠୁ ଶ୍ରୀଯୁକ୍ତ ଦାଶ ମହାପାତ୍ର ରେଭେନ୍ସା ମହାବିଦ୍ୟାଳୟ ର ଦାୟିତ୍ଵ ଗ୍ରହଣ କଲେ, ତାପରେ ମହାବିଦ୍ୟାଳୟ ସବୁ କ୍ଷେତ୍ର ରେ ଉନ୍ନତି ଦିଗରେ ଆଗେଇ ଚାଲିଛି। ଏଥିଲାଗି କଟକ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ଶ୍ରୀଯୁକ୍ତ ମହାପାତ୍ର ଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି। ଭଦ୍ରକ ଜିଲ୍ଳା ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ ସନ୍ଧାନ

Related Posts

About The Author

Add Comment