ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ସ୍ବାଗତ କଲେ ଅନୁଗୁଳ ଜିଲ୍ଲା ବାସୀ।

Spread the love

ଅନୁଗୁଳ ଜିଲ୍ଲା କୁ ଏକ ଦିନିକିଆ ସରକାରୀ ଗ୍ରସ୍ତ ରେ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅନୁଗୁଳ ରେ ପହଞ୍ଚିବା ପରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅନୁଗୁଳ ବିଧାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧିତ କରି ଥିଲେ। ରାସ୍ତା ର ଦୁଇ ପାର୍ଶ୍ଵ ରେ ହଜାର ହଜାର ଲୋକ ପୁଷ୍ପ ଫିଙ୍ଗି ତାଙ୍କୁ ସ୍ବାଗତ କରିବାକୁ ଆଗେଇ ଆସିଥିଲେ। ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ବସିଥିବା ବିଭିନ୍ନ ବିଭାଗ ର କାର୍ଯ୍ୟ ଶୈଳୀ ର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥଲେ। ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment