ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସ୍ନେହ ସେତୁ

Spread the love

ଝାରସୁଗୁଡ଼ା ୨୨/୪/୨୬ (ସନ୍ଧାନ ନ୍ୟୁଜ )  ଝାରସୁଗୁଡ଼ା ଜିଲ୍ଲାପାଳ ଙ୍କ ନୂଆ ଯୋଜନା ସ୍ନେହ ସେତୁ। ଏହା ଏକ ନୂଆ ସଂପର୍କ ଯୋଡ଼ି ବାର ପ୍ରୟାସ। ସମାଜ ରେ ଅବହେଳିତ ଜନତା ଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ଏହି ସ୍ନେହ ସେତୁ ନିର୍ମାଣ କରିଛନ୍ତି ମାନ୍ୟବର ଜିଲ୍ଲାପାଳ। ତର୍କିରା ଅଞ୍ଚଳ ରୁ ପ୍ରାୟ ଦୁଇ ବର୍ଷ ତଳେ ଜଣେ ମାନସିକ ରୋଗ ଗ୍ରସ୍ତ ମଣିଷ କୁଆଡେ ଚାଲି ଯାଇଥିଲେ। ଜିଲ୍ଲାପାଳ ଙ୍କ ପ୍ରୟାସ ରେ ସେହି ରୋଗୀ ଙ୍କୁ ଠାବ କରି ତାଙ୍କ ନିଜ ପରିବାର କୁ ହସ୍ତାନ୍ତର କରିଥଲେ ଖୋଦ୍ ଜିଲ୍ଲାପାଳ। ଜିଲ୍ଲାପାଳ ଙ୍କ ଏଭଳି ପ୍ରୟାସ କୁ ଝାରସୁଗୁଡ଼ା ବାସୀ ଭୂୟସୀ ପ୍ରଶଂସା କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment