Homeଜିଲ୍ଲା ପରିକ୍ରମାପୁରୀରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ବିକ୍ଷୋଭ ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ବିକ୍ଷୋଭ Manas Kumar Rout | June 4, 2018 | Spread the love1 1Share ପୁରୀ:୩/୬((ସନ୍ଧାନ ନିୟୁଜ୍/ବି ପଟ୍ଟନାୟକ): ରତ୍ନ ଭଣ୍ଡା ଚାବି ହଜିବା ଘଟଣାକୁ ନେଇ ବିକ୍ଷୋଭ କରିଛି ବିଜେପି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଅପରାହ୍ନରେ ଏନେଇ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦଶୟନ କରାଯିବା ସହ ତୀବ୍ର ପ୍ରତିବାଦ କରାଯାଇଛି। ବିଜେପି ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଭବାନୀ ଦାସ ମହାପାତ୍ର, ଦିଗ୍ ଦର୍ଶନ ପଟ୍ଟନାୟକ, ବିଭୂତି ଭୂଷଣ ମିଶ୍ର, ଉମାକାନ୍ତ ନାୟକ, ଅକ୍ଷୟ ମହାନ୍ତି, ସାସ୍ୱତ ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ, ସୋମନାଥ ଖୁଣ୍ଟିଆ, ମଧୁସୂଦନ ସିଂହାରୀ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇ ଘଟଣାର ତୀବ୍ର ନିନ୍ଦା କରିବା ସହ ପ୍ରତିବାଦ କରିଥିଲେ। ଆଗାମୀ ଦିନରେ ଏହାର ସମାଧାନ ନହେଲେ ବିଜେପି ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କର୍ମକର୍ତ୍ତା ପ୍ରକାଶ କରିଛନ୍ତି। 1Share Related Posts ହରିଦାସପୁର ସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀଙ୍କ ପରଲୋକ November 13, 2018 | Manas Kumar Rout | ଅଧିକ ପଢନ୍ତୁ ସାମାଜିକ ପରିବର୍ତ୍ତନ ଆନ୍ଦୋଳନକୁ ଗତିଶୀଳ କରିବା ପାଇଁ ବହୁଜନ ବୁଦ୍ଧିଜୀବୀ ସଂଘର ଆହ୍ୱାନ November 19, 2019 | Sandhan News | ଅଧିକ ପଢନ୍ତୁ ରାଜ୍ୟରେ ସର୍ବାଧିକ ୧୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ May 19, 2020 | Manas Kumar Rout | ଅଧିକ ପଢନ୍ତୁ ମା ସହି ଷଣ୍ଢୀଆଣୀ ଦେବୀଙ୍କର ରତ୍ନମୁଦ ଉତ୍ସବ January 27, 2020 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ସାମାଜିକ ପରିବର୍ତ୍ତନ ଆନ୍ଦୋଳନକୁ ଗତିଶୀଳ କରିବା ପାଇଁ ବହୁଜନ ବୁଦ୍ଧିଜୀବୀ ସଂଘର ଆହ୍ୱାନ November 19, 2019 | Sandhan News | ଅଧିକ ପଢନ୍ତୁ