୨୯ରୁ ଆରମ୍ଭ ହେବ ଓଡିଶା ପ୍ରାନ୍ତୀୟ ମୁନି ସମାଜର ବାର୍ଷିକ ଅଧିବେଶନ

Spread the love
  •  
  •  
  •  
  •  
  •  

ଆନନ୍ଦପୁର, (ସନ୍ଧାନ ନିଉଜ): ଅଖିଳ ଭୂମଣ୍ଡଳ ସର୍ବଶିରୋମଣୀ ମୁନି ସମାଜର ଓଡିଶା ପ୍ରାନ୍ତୀୟ  ଅଧିବେଶନ ଆନନ୍ଦପୁର ପଦ୍ମପୁର ଠାରେ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି । ଏହା ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ସର୍ବଭାରତୀୟ ମୁନିରାଜ୍ଞୀ ବିଶ୍ୱ ମାଧୁରୀ ଦେବୀ, ପ୍ରହଲ୍ଲାଦ ମୁନୀ ସମେତ ବହୁ ବରିଷ୍ଠ ମୁନି ସମାଜର କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଓଡିଶା ଅଧ୍ୟକ୍ଷ ଯେଗାଚାର୍ଯ୍ୟ ବ୍ରହ୍ନଜ୍ଞାନୀ ଲୋକନାଥ ମୁନିଙ୍କ ପ୍ରତ୍ୟକ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଉପଲକ୍ଷେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ବହୁ ମୁନି ମାନେ ଯୋଗଦେବା ସହିତ ମୁନି ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯିବ ବୋଲି  ସୂଚନା ପ୍ରଦାନ କରାଯାଇଛି ।

Related Posts

About The Author

Add Comment