୧୯୮୮ ବ୍ୟାଚ ସହପାଠୀ ବର୍ଗଙ୍କ ବଂଧୁ ମିଳନ

Spread the love
କଟକ, ୦୩/୦୨/୨୧ (ସନ୍ଧାନ ନିଉଜ) – କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ଦେଉଳି ସ୍ଥିତ ପୁରାତନ ଶିକ୍ଷାୟତନ ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୮୮ ମସିହା ଛାତ୍ରଛାତ୍ରୀ ମାନଙ୍କର ବଂଧୁ ମିଳନ ପର୍ଵ ଐତିହାସିକ ପ୍ରସିଦ୍ଧ ବଳିବାମନ ପୀଠ, ଚାନ୍ଦୁଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବରେ ସହପାଠୀମାନେ ପୁରୁଣା ଦିନର ସ୍ମୃତି ଅନୁଭୂତିକୁ ମାନେପକାଇବାସହ ବନ୍ଧୁତା ଶବ୍ଦର ବାସ୍ତବତା ଉପରେ ସମୀକ୍ଷା କରି ଖୁସି ଅନୁଭବ କରିଥିଲେ । ସମସ୍ତ ବଂଧୁ ମାନଙ୍କସହ ସଂଜୟ ନାୟକ,ସୁଭନ୍ୟାସ ମହାନ୍ତି,ବିଶ୍ୱମୋହନ ଜେନା, ଅରବିନ୍ଦ ପତି, ମନ୍ମଥ ମହାପାତ୍ର,ସଂଜୟ ମହାପାତ୍ର,ଧୁନିଆ ସେଠୀ,ଜନାର୍ଦ୍ଦନ ମୁଦୁଲି, ପ୍ରଦୀପ ରଥ,ଶିବେନା ପରିଡା ପ୍ରମୁଖ ଉପସ୍ଥିତଥିଲେ ।

Related Posts

About The Author

Add Comment