ସାମ୍ବାଦିକ ପ୍ରଦ୍ୟୁମ୍ନ ବିଶିଙ୍କୁ ସାମ୍ବାଦିକରତ୍ନ

Spread the love

ପୁରୀ/ସନ୍ଧାନ ନ୍ୟୁଜ :ପୁରୀ ଜିଲ୍ଲା ନିମାପଡ଼ାର ବ୍ଲକ ଛକ ଦୁର୍ଗା ମଣ୍ଡପ ଠାରେ ସଙ୍ଗମ ପରିବାର ତରଫରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଏ କେ ଏନ୍‌ ନ୍ୟୂଜ୍ ସମ୍ବଲପୁର ପ୍ରତିନିଧି ପ୍ରଦ୍ୟୁମ୍ନ ବିଶି ଙ୍କୁ ଉତ୍ସବର ମୁଖ୍ଯ ଅତିଥି ଡ. ପ୍ରସନ୍ନ ପାଟଶାଣୀ ସାମ୍ବାଦିକରତ୍ନ ସମ୍ମାନ ରେ ସମ୍ମାନିତ କରିଛନ୍ତି | କାର୍ଯ୍ୟକ୍ରମ କୁ ଗଙ୍ଗାଧର ଓଝା ଓ ହାସ୍ୟ କୁମୁଦ ସମ୍ପଦ ରଥ ପରିଚାଳନା କରିଥିଲେ |ସୂଚନା ଯୋଗ୍ୟ ଯେ ସାମ୍ବାଦିକ ଶ୍ରୀ ବିଶି ଏସ୍.ୟୁ.ଜେ ର ଜଣେ ଆଗ ଧାଡ଼ିର ସଦସ୍ୟ ଅଟନ୍ତି |

Related Posts

About The Author

Add Comment