ସାମ୍ବାଦିକଙ୍କର ମୋବାଇଲ ଚୋରି

Spread the love

ଚଣ୍ଡିଖୋଲ   ୧୦/୮/୨୬ (ସନ୍ଧାନ ନ୍ୟୁଜ) ଚଣ୍ଡିଖୋଲ  ପ୍ରେସ କ୍ଲବ୍ ଚଣ୍ଡିଖୋଲ ର ବରିଷ୍ଠ ସାମ୍ବାଦିକ ଶିବରାମ ସାହୁ ଗତ କାଲି କ୍ଷେତ୍ରପାଳ ପଞ୍ଚାୟତ ର ପୂର୍ବତନ ସରପଂଚ ଅଶୋକ କୁମାର ସାହୁ ଙ୍କ ସହିଟ ତାଙ୍ ସ୍କୁଟି ଗାଡ଼ିରେ ପାଣିକୋଇଲି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ କୁ ଯିବା ସମୟରେ ବାରବାଟି ଛକ ଠାରୁ ଗୋପାଳପୁର ଛକ ମଧ୍ୟରେ ଦୁଇଜଣ ଦୃର୍ବୁତ୍ତ ଏକ ପଲ୍ସସର ବାଇକ୍ ରେ ଯାଇ ଶିବରାମ ସାହୁ ଙ୍କ ସାର୍ଟ ପକେଟ୍ ରେ ଥିବା ୯୨୩୮୯୦୭୯୬୨ ମୋବାଇଲ କୁ ନେଇ ପଳାୟନ କରି ଛନ୍ତି। ଏ ସମ୍ପର୍କରେ କୁଆଖିଆ ଥାନା ର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଠାରୁ ଯାଇ ଏସ ପି ଙ୍କ କାର୍ଯ୍ୟାଳୟ ରେ ଅବଗତ କରାଇଛନ୍ତି, ଏ ଅଭିଯୋଗ ପାଇଲାପରେ ପୋଲିସ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି, ମୋବାଇଲ ମିଳିବା ପାଇଁ ସମସ୍ତ୍ ପ୍ରକାର ଚେଷ୍ଟା କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ କରିଛନ୍ତି

Related Posts

About The Author

Add Comment