ଧର୍ମଶାଳା, (ସନ୍ଧାନ ନିୟୁଜ) ଧର୍ମଶାଳା ଥାନା ଅଂଚଳରେ ସାରୋଇରେ ମଦ ମାଫିଆଙ୍କ ରାଜ , ପୋଲିସ ସୁରକ୍ଷାରେ ହେଉଛି ଚାଲାଣ ନେଇ ଏକ ଖବର ଆଜି ସନ୍ଧାନ ନିୟୁଜରେ ପ୍ରକାଶ ପାଇଥିଲା । ଏନେଇ ଆଜି ସକଳେ କିଛି ବ୍ୟକ୍ତି ଅଭିଯୋଗ କରିଥିଲେ । ଅଭିଯୋଗ ଆଧରରେ ସନ୍ଧାନ ନିୟୁଜ ଖବର ପ୍ରକାଶ କରିଥିଲା । ହେଲେ ପରବର୍ତ୍ତୀ ସମୟରେ ଥାନା ପକ୍ଷରୁ ଏହା ମିଥ୍ୟ ବୋଲି ଥାନା କୁହାଯାଇଛି ।
ସରୋଇରେ ମଦ ମାଫିଆଙ୍କ ରାଜ, ପୋଲିସ ସୁରକ୍ଷାରେ ହେଉଛି ଚାଲାଣ
|
June 1, 2020 |