ସବଡେ଼ଗା ରେ ଆରସିଏମ ପିକଅପ ସେଣ୍ଟର ର ଶୁଭ ଉଦ୍ଘାଟନ

Spread the love

ସନ୍ଧାନ ନିଉଜ ରାଜୁ ପଟେଲ-ଗତକାଲି ସବଡେ଼ଗା ରେ ପ୍ରେମ ଆରସିଏମ  ପିକ ଅପ ସେଣ୍ଟର ର ଶୁଭ ଉଦ୍ଘାଟନ ହୋଇଯାଇଛି I ରାସିପତ୍ରା ଗ୍ରାମର ଚିତବନ୍ତ ବୁଖ୍ରା ନିଜର ବହୁଦିନର ସ୍ବପ୍ନ କୁ ଆଜି ସତ କରିପାରିଛନ୍ତି I ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆରସିଏମର ଏମରଲଡ଼ ବିଜେତା ଶ୍ରୀଯୁକ୍ତ ନିରଞ୍ଜନ ବେହେରା ତଥା ଏଡ଼ଭୋକେଟ ଶ୍ରୀଯୁକ୍ତ ଚୈତନ୍ୟ ମହାନନ୍ଦିଆ,ସୌନାମରା ସରପଞ୍ଚ ଶ୍ରୀଯୁକ୍ତ ଛୁଲୁ ବାରଲା ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢାଇଥିଲେ , ଶ୍ରୀଯୁକ୍ତ ବେହେରା ଫିତା କାଟି ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ I ଏହି ଉତ୍ସବରେମଧ୍ୟାନ ଭୋଜନ ର ବି ଆୟୋଜନ ହୋଇଥିଲା I ଗ୍ରାମ ର ବେକାରୀ ଯୁବକ ଯୁବତୀ ମାନଙ୍କ ପାଇଁ ଏହି ଆରସିଏମ  ପିକ ଅପ ସେଣ୍ଟର ଏକ ପ୍ରକାର ର ଆତ୍ମନିର୍ଭର ହେବାପାଇଁ ସୁଯୋଗ ଆଣିବ ବୋଲି ଅନୁମାନ କରାଯାଉଛି I

Related Posts

About The Author

Add Comment