ସତ୍ୟସାଇ ଆନୁକୁଲ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ

Spread the love

ଯାଜପୁର ସଦର,୨୩ା୦୨ (ସନ୍ଧାନ ନିଉଜ) ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିଶରରେ ବାଲିଚନ୍ଦ୍ରପୁର ସତ୍ୟସାଇ ଚକ୍ଷୁଚିକିତ୍ସା ଶିବିର ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିଶରରେ ବରିଷ୍ଠ ଚକ୍ଷୁ ଡକ୍ଟର ମାନଙ୍କୁ ନେଇ ଏହି ଶିବିର ଅନୁଷ୍ଟିତ ହୋଇଥିଲା । ଶତାଧିକ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ମୋତିଆବିନ୍ଦୁ ଚୁହ୍ନଟ କରାଯିବା ସହିତ ସେମାନଙ୍କୁ ଅପରେଶନ କରାଯିବାପାଇଁ ସତ୍ୟସାଇ ଚକ୍ଷୁ ହସ୍ପିଟାଲ ବାଲିଚନ୍ଦ୍ରପୁରକୁ ନିଆଯାଇଥିଲା । ବହୁ ରୋଗୀ ମାନଙ୍କର ଚକ୍ଷୁ ପରୀକ୍ଷା କରିବା ସହିତ ବାଲିଚନ୍ଦ୍ରପୁର ଚକ୍ଷୁ ହସ୍ପିଟାଲ କୁ ନିଅଯାଇଥିଲା ।

Related Posts

About The Author

Add Comment