ରାଉରକେଲା: ପାରିବାରିକ କଳହରୁ ମା’କୁ ହତ୍ୟା, ପୁଅ ଫେରାର

Spread the love
  • 1
    Share

ରାଉରକେଲା ୧୬/୬  (ସନ୍ଧାନ ନିୟୁଜ୍): ରାଉରକେଲା ପୋଲିସ ଜିଲ୍ଲା ଅଧିନରେ ଥିବା ବିଶ୍ରା ଥାନା ଅଂଚଳର ଚେଙ୍ଗଝରଣ ଗ୍ରାମର ମାହାତୋ ଝୋଲିରେ ରହୁଥିବା ମନେଷ ମାହାତୋ (୨୪) ନାମକ ଜଣେ ଯୁବକ ପାରିବାରିକ କଳହକୁ ନେଇ ନିଜ ମା’ ପକ ମାହାତୋଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା  । ଏସମ୍ବନ୍ଧରେ ଖବର ପାଇ ପୋଲିସ ପହଂଚି ମୃତ ପକର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏକ କେସ ରୁଜୁ କରି ଫେରାର ଥିବା ଅଭିଯୁକ୍ତ ପୁଅ ମନେଷକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଛି  ।

Report by Amit

  • 1
    Share

Related Posts

About The Author

Add Comment