ରାଉରକେଲା: ଆନ୍ତଃରାଜ୍ୟ ଏଟିଏମ୍‍ ଲୁଟେରା ଗିରଫ

Spread the love
  • 4
    Shares

ରାଉରକେଲା, 4/7 (ସନ୍ଧାନ ନିୟୁଜ): ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲା ପୁଲିସ ୧୧ଜଣ ଆନ୍ତଃରାଜ୍ୟ ଏଟିଏମ୍‍ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଲୁଟେରା ଝାଡଖଣ୍ଡ ଓ ବିହାରର ବୋଲି ଜଣା ପଡିଛି। ସେମାନଙ୍କ ନିକଟରୁ ପ୍ରାୟ ନଗଦ ୩ଲକ୍ଷ ଟଙ୍କା ଉଦ୍ଧାର ହୋଇଛି। ସେମାନେ ବିହାର,ଓଡିଶା ଓ ଝାଡଖଣ୍ଡରୁ ଏଟିଏମ୍‍ ଲୁଟ କରୁଥିବାର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ବିଭିନ୍ନ ଥାନାରେ ସେମାନଙ୍କ ନାମରେ ୩୦ରୁ ଅଧିକ ମାମଲା ରହିଥିବାର ପ୍ରାଥମିକ ତଦନ୍ତରୁ ଜଣା ପଡିିଛି।

  • 4
    Shares

Related Posts

About The Author

Add Comment