ଯାତ୍ରା ଦେଖା ହେଲା ଶେଷ ଯାତ୍ରା

Spread the love

ଶୁଭ୍ରାଂଶୁ ପଣ୍ଡା/ସନ୍ଧାନ ନିଉଜ(ସୁନ୍ଦରଗଡ)- ରାମ ଲୀଳା ଯାତ୍ରା ଦେଖି ବିଳମ୍ବିତ ରାତ୍ରିରେ ଫେରିଲାବେଳେ ରାସ୍ତା କଡରେ ଥିବା ଟ୍ରାକ୍ଟର କୁ ପିଟିଥିଲା ବାଇକ ଘଟଣା ସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ I  ଭୋର ତିନିଟାବେଳେ ସୁନ୍ଦରଗଡ ବଡ଼ଗାଁ ଥାନା ଭୋଇପାଲି ନିକଟରେ ହୋଇଥିଲା ଏଇ ଘଟଣା I ମୃତକ ହେଲେ ବିରତଲା ଅଞ୍ଚଳର ଦିଲୀପ ନାଏକ , ଥାନାସୁନ୍ଦର ସା ଏବଂ ଚନ୍ଦନ ଲୁହାର I ଖବର ପାଇ ପୋଲିସ ମୃତ ଦେହ ଗୁଡାକୁ ବଡ଼ଗାଁ ଥାନା ରେ ରଖିଛନ୍ତି I ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି I

Related Posts

About The Author

Add Comment