Homeଆନ୍ତର୍ଜାତୀୟଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବେ ତରଣଜୀତ ସିଂହ ସାନ୍ଧୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବେ ତରଣଜୀତ ସିଂହ ସାନ୍ଧୁ Sandhan News | January 15, 2020 | Spread the love ୱାଶିଂଟନ, ୧୫/୦୧/୨୦ (ସନ୍ଧାନ ନିଉଜ) : ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ତରଣଜୀତ ସିଂହ ସାନ୍ଧୁ ଦାୟିତ୍ୱ ନେବେ । ସେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନ ନେବେ । ହର୍ଷବର୍ଦ୍ଧନ ନିକଟରେ ଆମେରିକାରୁ ନୂଆଦିଲ୍ଲୀ ଫେରି ଆସିଥିବା ବେଳେ ସେ ଚଳିତ ମାସ ଶେଷ ସୁଦ୍ଧା ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । Related Posts ଶିଶୁ ଅଧିକାର କର୍ମଶାଳା ଆଲୋଚନା ଅନୁଷ୍ଟିତ April 13, 2021 | Sandhan News | ଅଧିକ ପଢନ୍ତୁ ଯାଜପୁରରେ ବୈତରଣୀ ନଦୀରେ ବିପଦ ସଙ୍କେତ ଟପିଲା ଜଳସ୍ତର: ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ August 16, 2026 | Manas Kumar Rout | ଅଧିକ ପଢନ୍ତୁ ବିଜୟ ମାଲ୍ୟାଙ୍କ ଜନ୍ମଦିନ ପାର୍ଟିର ଭିଡିଓ ସେୟାର କରି ଲଳିତ ମୋଦି କହିଲେ… December 24, 2025 | Manas Kumar Rout | ଅଧିକ ପଢନ୍ତୁ ଏହିସବୁ ରାଶି ପାଇଁ ରହିଛି ଧନ ଲାଭର ଯୋଗ February 10, 2021 | 2005lindadavis1989 | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଯାଜପୁରରେ ବୈତରଣୀ ନଦୀରେ ବିପଦ ସଙ୍କେତ ଟପିଲା ଜଳସ୍ତର: ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ August 16, 2026 | Manas Kumar Rout | ଅଧିକ ପଢନ୍ତୁ
ବିଜୟ ମାଲ୍ୟାଙ୍କ ଜନ୍ମଦିନ ପାର୍ଟିର ଭିଡିଓ ସେୟାର କରି ଲଳିତ ମୋଦି କହିଲେ… December 24, 2025 | Manas Kumar Rout | ଅଧିକ ପଢନ୍ତୁ