ଭଂଜନଗରରୁ ନବଜାତ ଶିଶୁପୁତ୍ର ଉଦ୍ଧାର

Spread the love
  • 4
  •  
  •  
  •  
  •  
    4
    Shares

ଗଞ୍ଜାମ, ୯/୩ (ସନ୍ଧାନ ନିଉଜ) : ଗଞ୍ଜାମ ଜିଲା ଭଞ୍ଜନଗର ପୁରୁଣା ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ବାରଣ୍ଡାରେ ଶନିବାର ଜଣେ ପ୍ରସୂତି ମହିଳା ନବଜାତ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏହାପରେ ପ୍ରସୂତିଙ୍କୁ ମେଡିକାଲ ପଠାଇବା ପାଇଁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା, ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ପ୍ରସୂତିଙ୍କୁ ରିକ୍ସା ଯୋଗେ ଡାକ୍ତରଖାନା ନିଆଯାଇଛି।

  • 4
    Shares

Related Posts

About The Author

Add Comment