ରସୁଲପୁର, ୮/୧୦(ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ସଂସ୍କୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ, ବରିଷ୍ଟ ନାଗରିକ ତଥା ସ୍ଥାନୀୟ ଅଂଚଳର ଜଣାଶୁଣା ବ୍ୟକ୍ତି ଭାଗବତ ନାୟକ(୭୮)ଙ୍କ ଆଜି ପରଲୋକ ଘଟିଛି । ସେ ବାରବାଟୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେ ଜଣେ ଧର୍ମପରାୟଣ ବ୍ୟକ୍ତିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଂଚଳରେ ଶୋକର ଚାୟା ଖେଳିଯାଇଛି ।
ବାରବାଟୀ ସଂସ୍କୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକଙ୍କ ପରଲୋକ
|
October 8, 2021 |