ବାଙ୍କିର କାନ୍ତକାଇ ଗୁନେଇ ପୋଖରୀରୁ ନବଜାତକର ମୃତ ଦେହ ଉଦ୍ଧାର

Spread the love

କଟକ (ସନ୍ଧାନ ନିୟୁଜ୍/ପ୍ରକାଶ ରାଉତ) କଟକ ଜିଲ୍ଲା ବାଙ୍କି ବ୍ଲକ ବଦେଇଶ୍ୱର ଥାନା ଅନ୍ତର୍ଗତ କାନ୍ତକାଇ ଗୁନେଇ ପୋଖରୀରୁ ଜଣେ ନବଜାତକର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଶିଶୁ ଟି କାହାର ତାହାର ସଠିକ କାରଣ ଜଣାନପଡିଥିଲେ ମଧ୍ୟ ଏହାକୁ ନେଇ ଏହି ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ତବେ କେହି କେହି ଏହାକୁ ଜଣେ ମହିଳାଙ୍କ ୨ୟ ସନ୍ତାନ ଆବରସନ କରି ଏଠାରେ ପିଙ୍ଗି ଦେଇଥିବା କହୁଯାଉଥିବା ବେଳେ ଅନ୍ୟ କେହି କୁମାରୀ ମା ଲୋକଲଜ୍ୟା ଭୟରେ ଶିଶୁଟିକୁ ପିଙ୍ଗି ଦେଇଥିବା ଚର୍ଚ୍ଚା ଚାଲିଛି ।

ADVT

 

 

 

 

 

 

ତେବେ ଶିଶୁ ମତୁ୍ୟ ରୋକିବାକୁ ପ୍ରଶାସନ ବିଫଳ ହୋଇଥିବା ନେଇ ଆଲୋଚନା ଚାଲିଥିବା ବେଳେ ବାଙ୍ଗି ଅଂଚଳରେ ଏଭଳି ବହୁ ଶିଶୁ ଦୁନିଆ ଦେଖିବା ଆଗରୁ ମୁତ୍ୟର ଶିକାର ହେଉଥିବାର ଅଭିଯୋଗ ହୋଇଛି । ଏହାର ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Related Posts

About The Author

Add Comment