ଭୁବନେଶ୍ୱର, ୨୪/୫ (ସନ୍ଧାନ ନିୟୁଜ) ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଂଜନଙ୍କ ପଟ୍ଟନାୟକ। ଇସ୍ତଫା ନେଇ ପ୍ରେସ୍ମିଟ୍ରେ ଘୋଷଣା କଲେ।
ରାଜ୍ୟ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ନୈତିକତା ଦୃଷ୍ଟିରୁ ଇସ୍ତଫଆ ଦେଇଥିବା କହିଛନ୍ତି ନିରଂଜନ।
ତେବେ ନିରଂଜନ ପଟ୍ଟନାୟକ ଏହି ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି । ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ପାଖକୁ ପଠାଇଦେଇଛନ୍ତି।
ବିଧାନସଭାରେ ମାତ୍ର ୯ଟି ଆସନ ପାଇଛି କଂଗ୍ରେସ। ନିଜେ ନିରଂଜନ ୨ଟି ଆସନରୁ ଲଢ଼ି ହାରିଛନ୍ତି। ଲୋକସଭାରେ ମାତ୍ର ଗୋଟିଏ ଆସନ ପାଇଛି କଂଗ୍ରେସ।