ପରିତ୍ୟକ୍ତା ଗୃହରେ ଚାଲିଥିଲା ସେକ୍ସ କାରାବାର, ରାଣୀ ମହୁମାଛି ସମେତ୨ ଦେହଜୀବି ଓ ୨ ଗ୍ରାହକ ଧରାପଡିଲେ
ପରିତ୍ୟକ୍ତା ଗୃହରେ ଚାଲିଥିଲା ସେକ୍ସ କାରାବାର, ରାଣୀ ମହୁମାଛି ସମେତ୨ ଦେହଜୀବି ଓ ୨ ଗ୍ରାହକ ଧରାପଡିଲେ
ରସୁଲୁପର,୧୮ା୮(ସନ୍ଧାନ ନିୟୁଜ) : ରସୁଲପୁର ବ୍ଲକ ବ୍ରହ୍ମବରଦା ହାଟସ୍ଥିତ ଏକ ପରିତ୍ୟକ୍ତା ଗୃହରେ ଦେହବ୍ୟବସାୟ ରା୍ୟାକେଟ୍ ଗ୍ରାମବାସୀଙ୍କ ଦ୍ୱାରା ଠାବ ହୋଇଛି । ଏହି ଘଟଣାରେ ଜଣେ କିଙ୍ଗ୍ପିନ(ରାଣୀ ମହୁମାଛି)ସହ ୨ ଜଣ ଯୁବତୀ ଓ ୨ ଜଣ ଗ୍ରାହକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି । ଘଟଣାରୁ ପ୍ରକାଶ ଯେ ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ଗ୍ରାମର ନିରଞ୍ଜନ ଦାସଙ୍କ
Related Posts
ଅନ୍ଧ ବିଶ୍ୱାସର ଅନ୍ଧ ଗଳି: କରୋନା ଭଲ ହେବା ପାଇଁ ପୂଜକ ଦେଲେ ମନ୍ଦିରରେ ବଳି
କୋରାଇ ବ୍ଲକ S U C I କମ୍ୟୁନିଷ୍ଟ ପାର୍ଟି ତରଫରୁ ଦରଦାର ବୃଦ୍ଧିକୁ ନେଇ ସ୍ଲୋଗାନସହିତ ପଦଯାତ୍ରା,
ଆର୍ଥିକ ସମୃଦ୍ଧି ଓ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ମହିଳା ଚାଷୀ ହାଟର ଶୁଭାରମ୍ଭ ।





