ପଢନ୍ତୁ କବିତା ବିନ୍ଦୁରୁ ବିର୍ସଗ

Spread the love
  • 30
    Shares

ବିନ୍ଦୁରୁ ବିର୍ସଗ
ବିନ୍ଦୁରୁ ବିର୍ସଗ ପଢ଼ିବା ହୁଏ କଷ୍ଟ
କହିଦେଲେ ଏହି କଥା ଲାଗେ ନାହିଁ କଷ୍ଟ
ଜୀବନଟା ଲାଗେ ବ୍ୟର୍ଥ
କାହିଁକି କେଜାଣି…
ସତେ କିଛି ଛାଡିଦେଲି

ଜୀବନଟା ଅଧୁରା ବୋଲି ଭାବିହୁଏ
କେଉଁଠି କମା, କିମ୍ଭା ଫଲୁଷ୍ଟପ ରହିଗଲା ବୋଧେ
କିନ୍ତୁ, ପୁର୍ଣ୍ଣାଙ୍ଗ ପାଇଁ ଖୋଜେ
ସେହି କମାର ସ୍ଥାନକୁ
ପାଇବାକୁ ହୁଏ କଷ୍ଟ
କେଉଁଠି ସେ ଜାଗାର ସ୍ଥାନ

ପାଇଗଲେ ଥରେ ପୁଣି ହଜିଯାଏ
ସେଇ କମାର ସ୍ଥାନ
ସତେ କେବେ ପୁରିବ ଜୀବନର
ଏହି ପୂର୍ଣ୍ଣାଙ୍ଗ ସ୍ଥାନ ।

ମାନସ କୁମାର ରାଉତ
କଦଳା,ହରିଦାସପୁର,ଧର୍ମଶାଳା ଯାଜପୁର
ମୋ-୯୮୫୩୯୭୬୯୧୯

  • 30
    Shares

Related Posts

About The Author

No Responses

Add Comment