ନିଖୋଜ ଥିବା ବ୍ୟକ୍ତିଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର

Spread the love

ବାରିପଦା ୮/୮/୨୦(ସନ୍ଧାନ ନିଉଜ):- ମୟୂରଭଞ୍ଜ ଜିଲ୍ଲା ଦୁଧିଆଶୋଳ ଗ୍ରାମ ଚାନ୍ଦୁଆ ଥାନା ଅନ୍ତର୍ଗତ ତା୫.୮.୨୦ରିଖରୁ ନିଖୋଜ ଥିବା ଅମୂଲ୍ୟ କୁମାର ଦାସ ନାମକ ବ୍ୟକ୍ତିଙ୍କର ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଦୁଧିଆଶୋଳ ଜଙ୍ଗଲରୁ ଖୋଜା ଖୋଜି କରି ଗ୍ରାମ ବାସୀମାନେ ଠାବ କରିଛନ୍ତି । ଚାନ୍ଦୁଆ ଥାନା ର ଭାରପ୍ରାପ୍ତ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଚାନ୍ଦୁଆ ପୋଲିସ ଅମୂଲ୍ୟଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related Posts

About The Author

Add Comment