ଛାତ୍ର କୁ ମାଡ ମାରିବା କୁ କେନ୍ଦ୍ର କରି ନିଲମ୍ବିତ କରିଥିବା ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ନିମନ୍ତେ ଅଞ୍ଚଳର ଛାତ୍ର ଅଭିଭାବକ ବସିଲେ ଗଣ ଧାରଣା

Spread the love

। ସୁନ୍ଦରଗଡ଼ ତା:୨୮-୧0-୨0୨୫ରିଖ (ସନ୍ଧାନ ନ୍ୟୁଜ ) ସୂଚନା ଅନୁସାରେ ଗତ ଗଣେଶ ପୂଜା ଦିନ ତଲସରା ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ର ତଳସରା ମୁଖ୍ୟ ଛକ ରେ ଥିବା ମଦ ଦୋକାନ ରୁ ମଦ ପିଇ ଖୋଲା ରାସ୍ତାରେ ଗ୍ରାମବାସି ମାନଙ୍କ ସହିତ ଅଶ୍ଳୀଳ ଭାଷା ରେ ହୋ ହାଲ୍ଲା କରୁଥିବା ଦେଖି ହିନ୍ଦୀ ଶିକ୍ଷକ ପିଲା କୁ ମାଡ ମାରି ତଲସରା ଥାନା କୁ ହସ୍ତାନ୍ତର କରିଥିଲେ l ତଲସରା ଥାନା ଅଧିକାରୀ ଉକ୍ତ ଛାତ୍ର କୁ ବହୁତ ବୁଝାଇବାକୁ ଚେଷ୍ଟା କରିଲା ପରେ ପିଲା ର ଅଭିଭାବକ କୁ ଡକାଇ ଶିକ୍ଷକ ଙ୍କ ସାମ୍ନା ରେ ବୁଝାଇ ଛାତ୍ରକୁ ଅଭିଭାବକ ଙ୍କୁ ହସ୍ତାନ୍ତର କରିଥିଲେ l ପରେ ଛାତ୍ର ଓ ଅଭିଭାବକ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ପାଖକୁ ଲିଖିତ ଅଭିଯୋଗ କରିଥିବା ସୂତ୍ରରୁ ପ୍ରକାଶ ପାଇଛି l ଏହା ପରେ ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ତଲସରା ବିଦ୍ୟାଳୟ କୁ ଆସି ଉଚିତ ତଦନ୍ତ କରି ହିନ୍ଦୀ ଶିକ୍ଷକ ଙ୍କୁ ନିଲମ୍ବିତ କରିଥିବାବେଳେ ଏଥିରେ ଗ୍ରାମବାସି ସହିତ ଅଞ୍ଚକ ଛାତ୍ର ଅଭିଭାବକ ମିଶି ଏକ ତରଫା ତଦନ୍ତ ହୋଇଥିବା ଅଭିଯୋଗ ହେଉଥିବା ଜଣାପଡିଛି । ପୁନଃ ହିନ୍ଦୀ ଶିକ୍ଷକ ଙ୍କୁ ନିଲମ୍ବନ ପ୍ରତ୍ୟାଖାନ କରିସେହି ବିଦ୍ୟାଳୟ ରେ ପାଠ ପଢାଇବାକୁ ଅନୁମତି ଦିଆଯାଉ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଜଣାଇ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ବୁଖ ରେ ଗଣ ଧାରଣା ଦେଇଥିବା ଦେଖିବାକୁ ମିଳିଛି l ଅତିଶିଘ୍ର ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ

Related Posts

About The Author

Add Comment