ଚୋରି ଅଭିଯୁକ୍ତ ନିଦେ୍ର୍ଧାଷରେ ଖଲାସ

Spread the love
  • 8
    Shares

ଯାଜପୁର, ୧୭/୫ (ସନ୍ଧାନ/ମାନସ ରାଉତ) ଏକ େ·ରି ମକଦ୍ଦମାର ବିଚାର କରି ଏକ ବିଚାରଧିନ ଆସାମୀ ପାଗଳ ମଲିକଙ୍କୁ ଚଣ୍ଡିଖୋଲ କୋର୍ଟର ବିଚାରପତି ଶୁଶ୍ରୀ ନେହା ଅଗ୍ରୱାଲା ନିଦେ୍ର୍ଧାଷରେ ଖଲାସ କରିଛନ୍ତି । ପ୍ରକାଶ ଥାଉ କି, ଗତ ତା. ୧୯/୦୭/୨୦୧୬ ରିଖରେ କୁଆଖିଆ ଥାନା ଅନ୍ତର୍ଗତ କଳଣ ଗ୍ରାମର କୈଳାସ ଚନ୍ଦ୍ର ଓଝା ସେହି ଗ୍ରାମର ପାଗଳ ମଲିକଙ୍କ ନାମରେ ଚୋରି ଅଭିଯୋଗ କରି ଏତଲା ଦାୟର କରିଥିଲେ । କୁଆଖିଆ ପୋଲିସ ଥାନା କେସ ନଂ ୧୦୪/୧୬ , ଦଫା ୩୭୯ରେ ପୋଲିସ ମକଦ୍ଦମା ରୁଜୁ କରିଥିଲା । ଚଣ୍ଡିଖୋଲ କୋର୍ଟ କେସ୍ ନଂ-ଜି.ଆର-୬୮୭/୧୬ ମକଦ୍ଦମାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଅଦାଲତ ଅଭିଯୁକ୍ତ ପାଗଳ ମଲିକଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପବିତ୍ର କୁମାର କର ଏବଂ ସି.ଏ.ଇଷ୍ଟପ୍ରିୟ ବାରିକ୍ ମାମଲା ପରିଚାଳନା କରିଥିଲେ ।

  • 8
    Shares

Related Posts

About The Author

Add Comment