କୋତପୁରରେ ଉତ୍କଳଳମଣି ସେବା ସଂଘ ପକ୍ଷରୁ ଚାରା ରୋପଣ

Spread the love

ଧର୍ମଶାଳା,୭/୬ (ସନ୍ଧାନ ନିୟୁଜ୍/ଦିପକ କୁମାର ମଲିକ) ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ରାସ୍ତା ପାର୍ଶ୍ୟରେ ଉତ୍କଳଳମଣି ଗୋପବନ୍ଧୁ ସେବା ସଂଘଠନ ଜାରକା ତରଫରୁ ଫଳଳି ଚାରା ରୋପଣ କରାଯାଇଛି ।

https://www.youtube.com/watch?v=No6fr29lSIY

ସଂଘର ସଭାପତି ଡାକ୍ତର ବିଜୟ କୁମାର ଶତପଥି ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ପୁର୍ବତନ ସମ୍ପାଦକ ଅକ୍ଷୟ କୁମାର ଜେନା, ସଭ୍ୟ ଅନନ୍ତ ଚରଣ ସ୍ୱାଇଁ, ଅଧ୍ୟାପକ ଅନନ୍ତ ଚରଣ ମହାନ୍ତି,ଜଳଧର ସାହୁ,ସନ୍ତୋଷ ଦାସ, କାହ୍ନୁ ଚରଣ ଦାଶ, ପୁର୍ବତନ ଅଧ୍ୟକ୍ଷ ରମେଶ ଚ୍ୟାୟୁ ପଟ୍ଟନାୟକ, ମଦନ ମୋହନ ରାଉତ,ସମାଜସେବୀ ପ୍ରଭାକର ସାମଲ, ବିବେକାନନ୍ଦ ମଲିକ, ଅମୂଲ୍ୟ ଦାସ, କିର୍ତନ ମଲିକ, ଉପସ୍ଥିତ ରହି ଜାମୁ, ଆମ୍ବ ଆଦି ବିଭିନ୍ନ ଫଳନ୍ତି ଚାରା ରୋପଣ କରଥିଲେ ।

Related Posts

About The Author

Add Comment