କେନ୍ଦ୍ରାପଡ଼ା: ଟ୍ରକ ବୋଲେରୋ ମୁହାଁମୁହିଁ ଧକ୍କା ୫ମୃତ ୪ ଆହତ

Spread the love

କେନ୍ଦ୍ରାପଡ଼ା ୨୧/୧ ((ସନ୍ଧାନ ନିୟୁଜ) ଟ୍ରକ ବଲେରୋ ଧକ୍କା। ଦୁର୍ଘଟଣାରେ ୫ ମୃତ ୪ ଆହତ। କେନ୍ଦ୍ରାପଡା ରାଜନଗରରୁ କଟକ ରେଲୱେ ଷ୍ଟେସନ ଯାଉଥିବା ବେଳେ ଚାନ୍ଦୋଳ ନିକଟରେ ଦୁର୍ଘଟଣା ହୋଇଛି। ଏକ ବୋଲେରରେ ୮ଜଣ ମୁମ୍ବାଇ ଯିବାପାଇଁ କଟକ ଯାଉଥିଲେ। ଟ୍ରକ ବୋଲେରୋ ମୁହାଁମୁହିଁ ଧକ୍କା ହୋବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତ ମାନଙ୍କୁ, କଟକ ଶ୍ରୀରାମଚନ୍ଦ୍ର ମେଡ଼ିକାଲ ନେଇ ଯାଉଥିବା ବେଳେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।

Report- L Nayak

Related Posts

About The Author

Add Comment