କାଲି ପ୍ରକାଶିତ ହେବ ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା ଫଳ କିପରି ରେଜଲ୍ଟ ଦେଖିବେ ପଢ଼ନ୍ତୁ

Spread the love

ଆପଣଙ୍କୁ କୁହାଯାଇପାରେଯେ, କି ସର୍ଚ ଇଞ୍ଜିନ ଗୁଗୁଲ ଏଥର CBSE ର ସାଥିରେ ଚୁକ୍ତି କରିଛି, ଯାହା ଅନୁଯାୟୀ ରେଜଲ୍ଟ ଏବଂ ତା’ ସମ୍ବନ୍ଧିତ ସୂଚନା ସହିତ ୟୁଜର୍ସଙ୍କୁ ସହଜରେ ମିଳିପାରିବ।. ଏହାର ଅର୍ଥ ଏହା କି ରେଜଲ୍ଟ ଦେଖିବା ପାଇଁ ୱେବସାଇଟକୁ ନଯାଇ ଛାତ୍ରମାନେ ଗୁଗଲ ସର୍ଚ ପେଜରେ CBSE results’, ‘CBSE class 12 results’, ‘CBSE Class 12 results’ ପରି କି-ୱାର୍ଡ ଲେଖି ସିଧା ନିଜର ରେଜଲ୍ଟ ଦେଖି ପାରିବେ।

ଗୁଗଲ ସର୍ଚ ଜରିଆରେ CBSE class 12 ର ରେଜଲ୍ଟ ଦେଖିବା ପାଇଁ ଏହି ଷ୍ଟେପ୍ସ କୁ ଫଲୋ କରନ୍ତୁ
ଷ୍ଟେପ ୧: www.google.com ଲଗ ଅନ୍ କରନ୍ତୁ
ଷ୍ଟେପ ୨: ‘CBSE results’ or ‘CBSE class 12 results’ or ‘CBSE Class 12 results’ ସର୍ଚ କରନ୍ତୁ.
ଷ୍ଟେପ ୩: ଗୁଗଲ ସର୍ଚ ରେଜଲ୍ଟ ପେଜ ଉପରେ ରେଜଲ୍ଟ ସର୍ଚ ୱିଣ୍ଡୋ ଦେଖାଯିବ। ନିଜର ରୋଲ ନମ୍ବର ଏବଂ ଜନ୍ମ ତାରିଖ ପକାନ୍ତୁ
ଷ୍ଟେପ ୪: ନିଜର ଡିଟେଲ ସବମିଟ କରି ରେଜଲ୍ଟ୍ ଚେକ କରନ୍ତୁ

ADVT

ସେହିପରି, ଚଳିତ ବର୍ଷ ମାଇକ୍ରୋସଫ୍ଟର SMS Organizer ଆପ୍ପ ଜରିଆରେ ମଧ୍ୟ CBSE ଦଶମ ଏବଂ ଦ୍ୱାଦଶର ରେଜଲ୍ଟ ଦେଖା ଯାଇପାରେ। ଅଫଲାଇନରେ ମଧ୍ୟ ଏହି ସୁବିଧାର ଲାଭ ଉଠାଯାଇପାରେ। ନିଜର ଫଳ ଦେଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ରୋଲ ନମ୍ବର, ସ୍କୁଲ କୋଡ ଏବଂ ଜନ୍ମ ତାରିଖ ରେଜିଷ୍ଟର କରିବାକୁ ହେବ।

CBSE 10th 12th Results 2018: SMS organiser ର ଜରିଆରେ ଏହି ଭାବରେ ଦେଖନ୍ତୁ ନିଜର ରିଜଲ୍ଟ
ଷ୍ଟେପ ୧: SMS organiser ଆପ୍ପ ଡାଉନଲୋଡ କରନ୍ତୁ
ଷ୍ଟେପ ୨: CBSE ରେଜଲ୍ଟରେ ରେଜିଷ୍ଟର କରିବା ପାଇଁ SMS Organiserର ନୋଟିଫିକେଶନ ଚେକ କରନ୍ତୁ।
ଷ୍ଟେପ ୩: ନୋଟିଫିକେଶନ ଉପରେ କ୍ଲିକ କରିବା ପରେ ନିଜର ରୋଲ ନମ୍ବର, ସ୍କୁଲ କୋଡ ଏବଂ ଡେଟ ଅଫ ବାର୍ଥକୁ ପ୍ରୀ-ରେଜ‍ିଷ୍ଟର କରନ୍ତୁ।
ଷ୍ଟେପ ୪: ରେଜଲ୍ଟ ଜାରି ହେବା ପରେ ରେଜଲ୍ଟ ନୋଟିଫିକେଶନ ଉପରେ କ୍ଲିକ କରି ନିଜର ସ୍କୋର କାର୍ଡ ଜାଣନ୍ତୁ।
ଷ୍ଟେପ ୫: ସ୍କୋର କାର୍ଡ ଡାଉନଲୋଡ କରନ୍ତୁ। ଆପଣ ଏହାର ପ୍ରିଂଟଆଉଟ ମଧ୍ୟ ନେଇପାରନ୍ତି।.

CBSE Results 2018: ୱେବବସାଇଟ ରେ ଏପରି କରନ୍ତୁ ଚେକ
ଛାତ୍ରମାନେ ଅଫିସିଆଲ ୱେବସାଇଟ cbse.nic.in, cbseresults.nic.in ଏବଂ results.nic.in ଙ୍କ ଉପରେ ମଧ୍ୟ ରେଜଲ୍ଟ ଚେକ କରିପାରନ୍ତି

SMS ଜରିଆରେ ଏହିପରି ଭାବରେ ଚେକ କରନ୍ତୁ CBSE Results 2018 ର ରେଜଲ୍ଟ
ଛାତ୍ରଛାତ୍ରୀମାନେ SMS ର ଜରିଆରେ ମଧ୍ୟ ପରୀକ୍ଷା ଫଳ ଦେଖି ପାରନ୍ତି। ଏଥିପାଇଁ ଆପଣଙ୍କୁ ୫୨୦୦୧ (MTNL), ୫୭୭୬୬ (BSNL), ୫୮୦୦୦୦୨ (Aircel), ୫୫୪୫୬୦୬୮ (Idea), ୫୪୩୨୧, ୫୧୨୩୪ ଏବଂ ୫୩୩୩୩୦୦ (Tata Teleservices), ୫୪୩୨୧୨୦୨ (Airtel), ଏବଂ ୯୨୧୨୩୫୭୧୨୩ (National Informatics Centre) ନମ୍ବର ବ୍ୟବହାର କରିପାରନ୍ତି।

Related Posts

About The Author

Add Comment