କଦଳା ଶାନ୍ତି ବିହାର ପରିସରରେ ଗୌତମ ବୁଦ୍ଧଙ୍କ ଜୟନ୍ତୀ ପାଳିତ

Spread the love
  • 19
    Shares

ଯାଜପୁର, ୧୬/୫(ସନ୍ଧାନ ନ୍ୟୁଜ୍) ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର କଦଳାରେ ସ୍ଥାପିତ ଶାନ୍ତି ବିହାର ପରିସରରେ ଗୌତମ ବୁଦ୍ଧଙ୍କ ଜୟନ୍ତୀ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୈøଦ୍ଧ ଗବେଷକ ମାନସ କୁମାର ରାଉତ, ବିଶିଷ୍ଠ ବୌଦ୍ଧବିଚାରକ ବିଦ୍ୟାଧର ନାୟକ, ଶ୍ରୀକାନ୍ତ ଯେନା, ମଦନ ସାମଲ, ପ୍ରମୁଖ ଉପସ୍ଥିତ ରହି ବୌଦ୍ଧଙ୍କ ମାର୍ଗ ସର୍ବକୃଷ୍ଟ ମାର୍ଗ, ଏଥିରେ ଚାଲିବା ପାଇଁ ଆଜିର ଯୁଗରେ ଲୋକ ଚାହୁନାହିଁ କିନ୍ତୁ ଏହି ମାର୍ଗ ପ୍ରତ୍ୟକ ବ୍ୟକ୍ତିଙ୍କୁ ଶାନ୍ତି ଏବଂ ମୁକ୍ତି ପ୍ରଦାନ କରିଥାଏ ବୋଲି ମତ ରଖିଥିଲେ । ଏହାକୁ ରାଜେସ୍ ସାହୁ, ଦେବାଶିଷ ସାହୁ, ଚନ୍ଦନ ପାତ୍ର, ସନ୍ତୋଷ ରାଉତ ପ୍ରମୁଖ ପରିଚାଳନା କରିଥିଲେ

  • 19
    Shares

Related Posts

About The Author

Add Comment