ଆର୍ନ୍ତଜାତୀୟ ବୟସ୍କ ଦିବସ ପାଳିତ

Spread the love

ବାଲିଗୁଡା,ସନ୍ଧାନ ନ୍ୟୁଜ :ବାଲିଗୁଡା ବନବାସୀ ସେବା ସମିତ ଆୟୋଜନରେ ଜରା ନିବାସ ଠାରେ ଆର୍ନ୍ତଜାତୀୟ ବୟସ୍କ ଦିବସ ପାଳିତ ହୋଇଯାଇଛି ୍ଧଶଳ ଶୋଭାଯାତ୍ରା କରିବା ସହ ଜରାନିବାସର ଅନ୍ତେବାସୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାହୋଇଥିଲା । ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା,ସହସମ୍ପାଦକ ରବୁନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ
ତତ୍ୱାବଧାନତା କରିଥିଲେ । ଅତରିକ୍ତ ଜିଲ୍ଲାଦୌରା କୋର୍ଟର ବିଚାରପତି ସଂନ୍ଧ୍ୟା ସମୟରେ ଜରାଶ୍ରମ ପରିଦର୍ଶନ କରିଥିଲେ ଓ ଅନ୍ତେବାସୀ ମାନଙ୍କ ସହ ।ାଲୋଚନା କରିଥିଲେ ।

Related Posts

About The Author

Add Comment