ନୂଆଦିଲ୍ଲୀ ୦୮/୦୭ (ସନ୍ଧାନ ନିଉଜ) ଆଜିବି ଦେଶରେ ୨୨,୭୫୨ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୪୮୨ ଜଣ କରୋନା ଆଖ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ କୁ ବୃଦ୍ଧି ପାଇଛି ଏବଂ ୨,୬୪,୯୪୪ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୪,୫୬,୮୩୧ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୦,୬୪୨ କୁ ବୃଦ୍ଧି ପାଇଛି।
Related Posts
ଆଜି ପବିତ୍ର ଅକ୍ଷୟ ତୃତୀୟା। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ ହେବ
ସମ୍ମାନ ଜନକ “ଦୟାନିଧି ପ୍ରତିଭା ସମ୍ମାନ – ୨୦୨୧” ପ୍ରଦାନ ନେଇ ପ୍ରସ୍ତୁତି ଚୂଡାନ୍ତ



