ନୂଆଦିଲ୍ଲୀ ୦୮/୦୭ (ସନ୍ଧାନ ନିଉଜ) ଆଜିବି ଦେଶରେ ୨୨,୭୫୨ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୪୮୨ ଜଣ କରୋନା ଆଖ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ କୁ ବୃଦ୍ଧି ପାଇଛି ଏବଂ ୨,୬୪,୯୪୪ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୪,୫୬,୮୩୧ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୦,୬୪୨ କୁ ବୃଦ୍ଧି ପାଇଛି।
Related Posts
. ମାଟ୍ରିକ ଟପ୍ପରଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ପକ୍ଷରୁ ପୁରସ୍କାର

ଛତିଶଗଡରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ, ବିସ୍ଫୋରଣରେ ଯବାନ୍ ଗୁରୁତର

ଦୁର୍ଗମ ଅଞ୍ଚଳ ବୁଲିଲେ ପୂର୍ବତନ ବିଧାୟକ: ଶୁଣିଲେ କୁଟିଆ କନ୍ଧଙ୍କ ଗୁହାରୀ
