Homeଜିଲ୍ଲା ପରିକ୍ରମାଅନୁଗୁଳସୁନ୍ଦରୀ ପୁଣି କଲା ମଣିଷ ଶିକାର ସୁନ୍ଦରୀ ପୁଣି କଲା ମଣିଷ ଶିକାର Manas Kumar Rout | October 21, 2018 | Spread the love8 8Shares ଅନୁଗୁଳ, ୨୧/୧୦ (ସନ୍ଧାନ ନିୟୁଜ): କିଛି ଦିନର ନୀରବତା ପୁଣି ମଣିଷ ଶିକାର କରିଛି ବାଘୁଣୀ ସୁନ୍ଦରୀ। ଅନୁଗୋଳ ଜିଲ୍ଲାର ଟାଇଂସି ଗ୍ରାମର ତ୍ରିନାଥ ସାହୁ ନିକଟସ୍ଥ ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କର ଶିକାର କରିଛି ବାଘୁଣୀ ସୁନ୍ଦରୀ। ଏଥିପାଇଁ ଲୋକେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନବିଭାଗର ପୂର୍ବ ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟି ଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୁନ୍ଦରୀ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ତା’ଦାଉରୁ ଲୋକକୁ ରକ୍ଷା କରିବା ପାଇଁ ପ୍ରସାଶନ ଆନ୍ତରିକତା ଦେଖାଉନାହିଁ। 8Shares Related Posts ମାନବ ଅଧିକାର କମିଶନଙ୍କ ପାଖକୁ ଗଲା ସାମ୍ବାଦିକଙ୍କୁ ଆକର୍ମଣ ଘଟଣା; କୁଆଖିଆ ଥାନା ଅଧିକାରୀଙ୍କ ନାମରେ ହେଲା ମାମଲା April 9, 2020 | Manas Kumar Rout | ଅଧିକ ପଢନ୍ତୁ ସଲ୍ପ ଫାଇନାନ୍ସିଂ ପାଠ୍ୟ ବ୍ୟବସ୍ଥାକୁ କରି ସରକାରୀ ନିୟମିତ ବିଭାଗରେ ପରିଣତ କରିବାକୁ ଦାବି July 12, 2020 | Manas Kumar Rout | ଅଧିକ ପଢନ୍ତୁ ଦୁର୍ଘଟଣାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ August 18, 2020 | Manas Kumar Rout | ଅଧିକ ପଢନ୍ତୁ ବରୀ ବିଧାୟୀକାଙ୍କୁ ବିଭିନ୍ନ ଅନୁଷ୍ଟାନ ପକ୍ଷରୁ ସମ୍ବର୍ଦ୍ଧିତ କରାଗଲା July 3, 2023 | Hemanta Bhainsa | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ମାନବ ଅଧିକାର କମିଶନଙ୍କ ପାଖକୁ ଗଲା ସାମ୍ବାଦିକଙ୍କୁ ଆକର୍ମଣ ଘଟଣା; କୁଆଖିଆ ଥାନା ଅଧିକାରୀଙ୍କ ନାମରେ ହେଲା ମାମଲା April 9, 2020 | Manas Kumar Rout | ଅଧିକ ପଢନ୍ତୁ
ସଲ୍ପ ଫାଇନାନ୍ସିଂ ପାଠ୍ୟ ବ୍ୟବସ୍ଥାକୁ କରି ସରକାରୀ ନିୟମିତ ବିଭାଗରେ ପରିଣତ କରିବାକୁ ଦାବି July 12, 2020 | Manas Kumar Rout | ଅଧିକ ପଢନ୍ତୁ
ବରୀ ବିଧାୟୀକାଙ୍କୁ ବିଭିନ୍ନ ଅନୁଷ୍ଟାନ ପକ୍ଷରୁ ସମ୍ବର୍ଦ୍ଧିତ କରାଗଲା July 3, 2023 | Hemanta Bhainsa | ଅଧିକ ପଢନ୍ତୁ