Homeଜିଲ୍ଲା ପରିକ୍ରମାଅନୁଗୁଳସୁନ୍ଦରୀ ପୁଣି କଲା ମଣିଷ ଶିକାର ସୁନ୍ଦରୀ ପୁଣି କଲା ମଣିଷ ଶିକାର Manas Kumar Rout | October 21, 2018 | Spread the love8 8Shares ଅନୁଗୁଳ, ୨୧/୧୦ (ସନ୍ଧାନ ନିୟୁଜ): କିଛି ଦିନର ନୀରବତା ପୁଣି ମଣିଷ ଶିକାର କରିଛି ବାଘୁଣୀ ସୁନ୍ଦରୀ। ଅନୁଗୋଳ ଜିଲ୍ଲାର ଟାଇଂସି ଗ୍ରାମର ତ୍ରିନାଥ ସାହୁ ନିକଟସ୍ଥ ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କର ଶିକାର କରିଛି ବାଘୁଣୀ ସୁନ୍ଦରୀ। ଏଥିପାଇଁ ଲୋକେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନବିଭାଗର ପୂର୍ବ ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟି ଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୁନ୍ଦରୀ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ତା’ଦାଉରୁ ଲୋକକୁ ରକ୍ଷା କରିବା ପାଇଁ ପ୍ରସାଶନ ଆନ୍ତରିକତା ଦେଖାଉନାହିଁ। 8Shares Related Posts ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଅଣଦେଖା October 29, 2018 | Manas Kumar Rout | ଅଧିକ ପଢନ୍ତୁ ନ୍ୟାୟ ନ ମିଳିଲେ ଅନଶନରେ ବସିବେ ବିପିନଙ୍କ ପରିବାର July 28, 2020 | Sandhan News | ଅଧିକ ପଢନ୍ତୁ ମନରେଗା ଯୋଜନା ରେ କାମ କରିି ଶ୍ରମିକ ଙ୍କୁ ମିଲୁନି ପ୍ରାପ୍ୟ June 4, 2018 | Manas Kumar Rout | ଅଧିକ ପଢନ୍ତୁ ରଙ୍ଗ ମିସ୍ତ୍ରୀ ଭାବେ ହମିଦୁଲ ଗିରଫ ପରେ ପଶ୍ଚିମବଙ୍ଗ ପୋଲିସକୁ ହସ୍ତାନ୍ତର February 10, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଅଣଦେଖା October 29, 2018 | Manas Kumar Rout | ଅଧିକ ପଢନ୍ତୁ
ରଙ୍ଗ ମିସ୍ତ୍ରୀ ଭାବେ ହମିଦୁଲ ଗିରଫ ପରେ ପଶ୍ଚିମବଙ୍ଗ ପୋଲିସକୁ ହସ୍ତାନ୍ତର February 10, 2021 | 2005lindadavis1989 | ଅଧିକ ପଢନ୍ତୁ