Homeଜିଲ୍ଲା ପରିକ୍ରମାଅନୁଗୁଳସୁନ୍ଦରୀ ପୁଣି କଲା ମଣିଷ ଶିକାର ସୁନ୍ଦରୀ ପୁଣି କଲା ମଣିଷ ଶିକାର Manas Kumar Rout | October 21, 2018 | Spread the love8 8Shares ଅନୁଗୁଳ, ୨୧/୧୦ (ସନ୍ଧାନ ନିୟୁଜ): କିଛି ଦିନର ନୀରବତା ପୁଣି ମଣିଷ ଶିକାର କରିଛି ବାଘୁଣୀ ସୁନ୍ଦରୀ। ଅନୁଗୋଳ ଜିଲ୍ଲାର ଟାଇଂସି ଗ୍ରାମର ତ୍ରିନାଥ ସାହୁ ନିକଟସ୍ଥ ବିଲକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କର ଶିକାର କରିଛି ବାଘୁଣୀ ସୁନ୍ଦରୀ। ଏଥିପାଇଁ ଲୋକେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନବିଭାଗର ପୂର୍ବ ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟି ଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୁନ୍ଦରୀ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ତା’ଦାଉରୁ ଲୋକକୁ ରକ୍ଷା କରିବା ପାଇଁ ପ୍ରସାଶନ ଆନ୍ତରିକତା ଦେଖାଉନାହିଁ। 8Shares Related Posts Bomb Hurled At Petrol Pump Over Trivial Issue January 16, 2021 | 2005lindadavis1989 | ଅଧିକ ପଢନ୍ତୁ ବନ୍ଧଡିହ ହାଇସ୍କୁଲର ବାର୍ଷିକ କ୍ରିଡ଼ା ଉତ୍ସବ ଉଦ୍ଘାଟନ ଉତ୍ସବ ଅନୁଷ୍ଟିତ January 7, 2024 | Hemanta Bhainsa | ଅଧିକ ପଢନ୍ତୁ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ଉଷାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ July 13, 2019 | Sandhan News | ଅଧିକ ପଢନ୍ତୁ ଯାଜପୁର ଜିଲ୍ଲା ପ୍ରଗତିବାଦୀର ଜିଲ୍ଲା ବୈଠକ ଅନୁଷ୍ଟିତ August 30, 2023 | Hemanta Bhainsa | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ବନ୍ଧଡିହ ହାଇସ୍କୁଲର ବାର୍ଷିକ କ୍ରିଡ଼ା ଉତ୍ସବ ଉଦ୍ଘାଟନ ଉତ୍ସବ ଅନୁଷ୍ଟିତ January 7, 2024 | Hemanta Bhainsa | ଅଧିକ ପଢନ୍ତୁ
ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ଉଷାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ July 13, 2019 | Sandhan News | ଅଧିକ ପଢନ୍ତୁ