ସମ୍ବଲପୁର : ୮/୮/୨୬ (ସନ୍ଧାନ ନ୍ୟୁଜ) ସମ୍ବଲପୁର ମହାନଗର ନିଗମର ପରିଦର୍ଶନ କଲେ ଜିଲ୍ଲାପାଳ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କର୍ମଚାରୀ ଙ୍କ କାର୍ଯ୍ୟ ଦକ୍ଷତା ସଂପର୍କ ରେ ପଚାରି ବୁଝି ଥିଲେ ଜିଲ୍ଲାପାଳ। ଲୋକେ ଯେପରି ସରକାର ଙ୍କ ସବୁ ଯୋଜନା କୁ ଜାଣି ପାରିବେ ସେ ସଂପର୍କ ରେ ଧ୍ୟାନ ଦେବାକୁ ସେ ଅଧିକାରୀ ମନଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମହାନଗର ନିଗମର କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୋଗ ଦେଇ ଜିଲ୍ଲାପାଳ ଙ୍କୁ ସହଯୋଗ କରିଥିଲେ। ମହାନଗର ନିଗମର ସମସ୍ତ୍ କାର୍ଯ୍ୟ କର୍ତ୍ତା ଏଥିରେ ସହଯୋଗ କରିଥିଲେ। ଭାଦ୍ରକ୍ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ସମ୍ବଲପୁର ମହାନଗର ନିଗମର କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ।
|
August 8, 2026 |



