ପେଟ ବ୍ୟଥା ହେବା ଯୋଗୁଁ ଝିଅ ର ମୃତ୍ୟୁ

Spread the love

ସୁନ୍ଦରଗଡ଼ ତା:୨୪-୧୦-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ କାଲି ତଲସରା ଥାନା ଅନ୍ତର୍ଗତ ତୁମଳିଆ ଗ୍ରାମର ଆଡ଼ଲିଟ ବାର୍ଲା ଙ୍କ ଝିଅ ଅର୍ଚନା ବାର୍ଲା (୨୮)ର ପେଟ ବ୍ୟଥା ହେଉଥିବା ବେଳେ ତାଙ୍କୁ ସବଡେଗା ଚିକିତ୍ସାଲୟ ରେ ଭର୍ତ୍ତି କରିଥିଲେ l ଅଧିକ ଚିକିତ୍ସା ପାଇଁ ତାଙ୍କୁ ସବଡେଗା ଚିକିତ୍ସାଲୟ ରୁ ସୁନ୍ଦରଗଡ଼ ଚିକିତ୍ସାଲୟ କୁ ପଠାଯାଇଥିଲା l ଝିଅ କୁ ସେଠାରେ ଡାକ୍ତରି ଚିକିତ୍ସା କଲା ପରେ ୫ଟା ୪୫ମିନିଟ ସମୟ ରେ ମୃତ୍ୟୁ ଘୋଷଣା କରିଥିଲେ l ଏନେଇ ଆଜି ଝିଅର ବାପା ତଲସରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ଆଗରୁ ଝିଅ ର ପେଟ ବ୍ୟଥା ଥିଲା ବୋଲି ଆଡ଼ଲିଟ ବାର୍ଲା ପ୍ରକାଶ କରିଛନ୍ତି l ଅଭିଯୋଗ ପାଇ ତଲସରା ପୋଲିସ ସୁନ୍ଦରଗଡ଼ ଚିକିତ୍ସାଲୟ କୁ ପହଞ୍ଚି ଶବ ବ୍ୟବଛେଦ କରି ପରିବାର କୁ ଶବ ହସ୍ତାନ୍ତର କରିଥିଲେ l

Related Posts

About The Author

Add Comment