Homeଜିଲ୍ଲା ପରିକ୍ରମାକଟକଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ Sandhan News | January 4, 2020 | Spread the love କଟକ, ୪/୧/୨୦ (ସନ୍ଧାନ ନିଉଜ) : ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶନିବାର ଜଷ୍ଟିସ୍ ସଞ୍ଜୁ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦାୟିତ୍ବ ଦେଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି। ଆଜି ଜଷ୍ଟିସ ଝାଭେରୀଙ୍କ ଅବସର ପରେ ସେ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। Related Posts ପାଣିରେ ବୁଡ଼ି ନାବାଳକ ମୃତ October 29, 2019 | Sandhan News | ଅଧିକ ପଢନ୍ତୁ ରାଜ୍ୟରେ ଚିହ୍ନଟ ହେଲା ତୃତୀୟ କରୋନା ପଜିଟିଭ March 27, 2020 | Manas Kumar Rout | ଅଧିକ ପଢନ୍ତୁ ଯାଜପୁର ପୌର ନିର୍ବାଚନର ଇ.ଭି.ଏମ୍ ମେସିନ୍ ଅଦଳବଦଳ ହୋଇଥିବା ଅଭିଯୋଗ କଲା March 26, 2022 | Sandhan News | ଅଧିକ ପଢନ୍ତୁ ନୈତିକ ବିଜୟ ହାସଲ ଘୋଷଣା କରି ଧାରଣା ପ୍ରତ୍ୟାହାର କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ February 5, 2019 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଯାଜପୁର ପୌର ନିର୍ବାଚନର ଇ.ଭି.ଏମ୍ ମେସିନ୍ ଅଦଳବଦଳ ହୋଇଥିବା ଅଭିଯୋଗ କଲା March 26, 2022 | Sandhan News | ଅଧିକ ପଢନ୍ତୁ
ନୈତିକ ବିଜୟ ହାସଲ ଘୋଷଣା କରି ଧାରଣା ପ୍ରତ୍ୟାହାର କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ February 5, 2019 | Sandhan News | ଅଧିକ ପଢନ୍ତୁ