Homeଜିଲ୍ଲା ପରିକ୍ରମାକଟକଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ Sandhan News | January 4, 2020 | Spread the love କଟକ, ୪/୧/୨୦ (ସନ୍ଧାନ ନିଉଜ) : ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶନିବାର ଜଷ୍ଟିସ୍ ସଞ୍ଜୁ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦାୟିତ୍ବ ଦେଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି। ଆଜି ଜଷ୍ଟିସ ଝାଭେରୀଙ୍କ ଅବସର ପରେ ସେ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। Related Posts କରୋନାରେ ବନ୍ଧା ରକ୍ଷା ବନ୍ଧନ : ଅନ୍ ଲାଇନରେ କାରବାର August 1, 2020 | Manas Kumar Rout | ଅଧିକ ପଢନ୍ତୁ ପୋଲିସ ବାବୁ ବନ୍ଧା ହେଲେ : ମହିଳାଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖୁଥିଲେ October 2, 2023 | sandhan@sambalpur@news | ଅଧିକ ପଢନ୍ତୁ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ October 16, 2019 | Sandhan News | ଅଧିକ ପଢନ୍ତୁ ଗଣଦୁଷ୍କର୍ମ ମାମଲାର ବିଚାର : ୪ ଅଭିଯୁକ୍ତ ନିର୍ଦ୍ଦୋଷ, ପୀଡ଼ିତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଦେଶ December 24, 2021 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ପୋଲିସ ବାବୁ ବନ୍ଧା ହେଲେ : ମହିଳାଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖୁଥିଲେ October 2, 2023 | sandhan@sambalpur@news | ଅଧିକ ପଢନ୍ତୁ
ଗଣଦୁଷ୍କର୍ମ ମାମଲାର ବିଚାର : ୪ ଅଭିଯୁକ୍ତ ନିର୍ଦ୍ଦୋଷ, ପୀଡ଼ିତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଦେଶ December 24, 2021 | Sandhan News | ଅଧିକ ପଢନ୍ତୁ