Homeଜିଲ୍ଲା ପରିକ୍ରମାକଟକଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ Sandhan News | January 4, 2020 | Spread the love କଟକ, ୪/୧/୨୦ (ସନ୍ଧାନ ନିଉଜ) : ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶନିବାର ଜଷ୍ଟିସ୍ ସଞ୍ଜୁ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦାୟିତ୍ବ ଦେଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି। ଆଜି ଜଷ୍ଟିସ ଝାଭେରୀଙ୍କ ଅବସର ପରେ ସେ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। Related Posts ବାବା ଭୈରାବନନ୍ଦ ମହାବିଦ୍ୟାଲୟ ୧୯୯୫ ମସିହା ସ୍ନାତକ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ December 27, 2019 | Manas Kumar Rout | ଅଧିକ ପଢନ୍ତୁ ନେତାଜୀ ଜୟନ୍ତୀରେ “ନେତାଜୀଙ୍କ ସ୍ୱପ୍ନ ଓ ଆଜିର ଭାରତ” ବକୃତା ଅନୁଷ୍ଠିତ January 23, 2025 | Manas Kumar Rout | ଅଧିକ ପଢନ୍ତୁ ଓଚିନ୍ଦା ବିଜୁ ସେତୁର ପରିଦର୍ଶନ ଓ ସମୀକ୍ଷା କଲେ ବିଧାୟକ February 27, 2020 | Manas Kumar Rout | ଅଧିକ ପଢନ୍ତୁ ଯାଦବ ମହାସଭା ତରଫରୁ ୪୨ ମୌଜାରେ ସମ୍ଭର୍ଦ୍ଧନା ସଭା। February 1, 2022 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ବାବା ଭୈରାବନନ୍ଦ ମହାବିଦ୍ୟାଲୟ ୧୯୯୫ ମସିହା ସ୍ନାତକ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ December 27, 2019 | Manas Kumar Rout | ଅଧିକ ପଢନ୍ତୁ
ନେତାଜୀ ଜୟନ୍ତୀରେ “ନେତାଜୀଙ୍କ ସ୍ୱପ୍ନ ଓ ଆଜିର ଭାରତ” ବକୃତା ଅନୁଷ୍ଠିତ January 23, 2025 | Manas Kumar Rout | ଅଧିକ ପଢନ୍ତୁ