Homeଜିଲ୍ଲା ପରିକ୍ରମାକଟକକାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ କାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ Sandhan News | October 23, 2019 | Spread the love କଟକ, ୨୨/୧୦ (ସନ୍ଧାନ ନିଉଜ) : ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁ ମଙ୍ଗଳବାର ଜଣେ ନିଖୋଜ ହୋଇଥିବା ଜଣାପଡିଛି। ବ୍ରିଜ ଉପରେ ବାଇକ୍ ରଖି ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ୟ୍ୟରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବାବେଳେ ନିଖୋଜଙ୍କ ପରିଚୟ ମିଳିପାରି ନାହିଁ। Related Posts ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ April 22, 2020 | Manas Kumar Rout | ଅଧିକ ପଢନ୍ତୁ ବାଲି ଗଦାରୁ ମିଳିଲା ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର January 24, 2021 | 2005lindadavis1989 | ଅଧିକ ପଢନ୍ତୁ ଜାତୀୟ କ୍ରୀଡ଼ା ଦିବସ: ୩ ଦିନ ବ୍ୟାପୀ ପାଳନ ହେବ କ୍ରୀଡ଼ା ଉତ୍ସବ August 31, 2026 | Manas Kumar Rout | ଅଧିକ ପଢନ୍ତୁ ଚମ୍ପୁଆରୁ ବିଜେଡ଼ି ପ୍ରାର୍ଥୀ ହେଲେ ମୀନାକ୍ଷୀ ମହାନ୍ତ April 4, 2019 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଜାତୀୟ କ୍ରୀଡ଼ା ଦିବସ: ୩ ଦିନ ବ୍ୟାପୀ ପାଳନ ହେବ କ୍ରୀଡ଼ା ଉତ୍ସବ August 31, 2026 | Manas Kumar Rout | ଅଧିକ ପଢନ୍ତୁ