Homeଜିଲ୍ଲା ପରିକ୍ରମାକଟକକାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ କାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ Sandhan News | October 23, 2019 | Spread the love କଟକ, ୨୨/୧୦ (ସନ୍ଧାନ ନିଉଜ) : ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁ ମଙ୍ଗଳବାର ଜଣେ ନିଖୋଜ ହୋଇଥିବା ଜଣାପଡିଛି। ବ୍ରିଜ ଉପରେ ବାଇକ୍ ରଖି ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ୟ୍ୟରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବାବେଳେ ନିଖୋଜଙ୍କ ପରିଚୟ ମିଳିପାରି ନାହିଁ। Related Posts ପୂର୍ବତ ବିଧାୟକ ଦେବାଶିଷ ନାୟକ କଂଗ୍ରେସ ରେ ଯୋଗଦେଲେ May 6, 2024 | Hemanta Bhainsa | ଅଧିକ ପଢନ୍ତୁ କୃଷକଙ୍କ ଦୁର୍ଦଶା କହିଲେ ନସରେ; ସବୁତକ ଧାନକୁ ବିକିଲେ ମଧ୍ୟ ଧାନ କଟା ମେସିନ ର ଭଡା ସୁଜି ହଉନି October 9, 2022 | Sandhan News | ଅଧିକ ପଢନ୍ତୁ ବରୀ ପଂଚାୟତ ସମିତି ବିଶ୍ୱ ଦଖଲକୁ ଯିବ March 6, 2022 | Sandhan News | ଅଧିକ ପଢନ୍ତୁ ନକଲି ଡିଷ୍ଟଲ ଓ୍ୟାଟର ଜବତ,ପୁଲିସର ତଦନ୍ତ ଆରମ୍ଭ,ବାପ ପୁଅ ଥାନାରେ ଅଟକ July 4, 2021 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
କୃଷକଙ୍କ ଦୁର୍ଦଶା କହିଲେ ନସରେ; ସବୁତକ ଧାନକୁ ବିକିଲେ ମଧ୍ୟ ଧାନ କଟା ମେସିନ ର ଭଡା ସୁଜି ହଉନି October 9, 2022 | Sandhan News | ଅଧିକ ପଢନ୍ତୁ
ନକଲି ଡିଷ୍ଟଲ ଓ୍ୟାଟର ଜବତ,ପୁଲିସର ତଦନ୍ତ ଆରମ୍ଭ,ବାପ ପୁଅ ଥାନାରେ ଅଟକ July 4, 2021 | Sandhan News | ଅଧିକ ପଢନ୍ତୁ