Homeଜିଲ୍ଲା ପରିକ୍ରମାକଟକକାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ କାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ Sandhan News | October 23, 2019 | Spread the love କଟକ, ୨୨/୧୦ (ସନ୍ଧାନ ନିଉଜ) : ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁ ମଙ୍ଗଳବାର ଜଣେ ନିଖୋଜ ହୋଇଥିବା ଜଣାପଡିଛି। ବ୍ରିଜ ଉପରେ ବାଇକ୍ ରଖି ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ୟ୍ୟରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବାବେଳେ ନିଖୋଜଙ୍କ ପରିଚୟ ମିଳିପାରି ନାହିଁ। Related Posts ଆଉ ଏକ ସକାଳ ପୁସ୍ତକ ଲୋକାର୍ପିତ August 27, 2021 | Sandhan News | ଅଧିକ ପଢନ୍ତୁ ଭୀମମଣ୍ଡଳୀ ଓ ଦେବଝରଣକୁ ପର୍ଯ୍ୟଟନ ସ୍ଥଳ ମାନ୍ୟତା, ପର୍ଯ୍ୟଟନ ମାନ୍ୟତା ହରାଇଲା ଉଷାକୋଠି ! February 11, 2025 | Hemanta Bhainsa | ଅଧିକ ପଢନ୍ତୁ New Cess Won’t Raise Price Of Imported Alcohol February 2, 2021 | 2005lindadavis1989 | ଅଧିକ ପଢନ୍ତୁ ଭଜନ ସମ୍ରାଟ ଭିକାରୀ ବଳଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ November 9, 2023 | Hemanta Bhainsa | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଭୀମମଣ୍ଡଳୀ ଓ ଦେବଝରଣକୁ ପର୍ଯ୍ୟଟନ ସ୍ଥଳ ମାନ୍ୟତା, ପର୍ଯ୍ୟଟନ ମାନ୍ୟତା ହରାଇଲା ଉଷାକୋଠି ! February 11, 2025 | Hemanta Bhainsa | ଅଧିକ ପଢନ୍ତୁ