ବାର୍ଦ୍ଧକ୍ୟ ଭତ୍ତା ପାଈଁ ବିଚାରି ବୁଢ଼ୀ ମା ଜଣକ ଖାଲି ପାଦରେ ଛୋଟେଇ ଚାଲି ଚାଲି ଭତ୍ତା ଟଙ୍କା ପାଈଁ ବହୁ କଷ୍ଟ ରେ ପଂଚାୟତ କାର୍ଯ୍ୟାଳୟ କୁ ଯାଏ ବିଳମ୍ବରେ ପଂହଁଚୁ ଥିବାରୁ କାର୍ଯ୍ୟାଳୟ ବନ୍ଦ ହେଇଯାଏ ବିଚାରି ବାରମ୍ବାର ଫେରୁଥାଏ Archive