DRDOରେ ନିଯୁକ୍ତି : ତୁରନ୍ତ ଆବେଦନ କରନ୍ତୁ, ୧୫୦ ପଦ ଖାଲି

Spread the love
  •  
  •  
  •  
  •  
  •  

ନୂଆଦିଲ୍ଲୀ, ୦୯.୦୧.୨୦୨୧(ସନ୍ଧାନ ନିଉଜ୍):-ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ ( ଡିଆରଡିଓ)ରେ ନିଯୁକ୍ତି ଘୋଷଣା । ଆପ୍ରେଣ୍ଟିସ ୧୫୦ଟି ପୋଷ୍ଟରେ ଭାକାନ୍ତି ବାହାରିଛି । ଏଥିରେ ବିଭିନ୍ନ ଶ୍ରେଣୀରେ ଇଂଜିନିୟରିଂ ଡିଗ୍ରୀଧାରୀ , ଇଂଜିନିୟରିଂ ଡିୟୋମାଧାରୀ ଓ ଆଇଟିଆଇ ପ୍ରାପ୍ତ ପ୍ରାର୍ଥୀ ଆବେଦନ କରିପାରିବେ । rac.gov.in drdo.gov.inରେ ୨୯ଜାନୁୟାରୀ ୨୦୨୧ ସୁଦ୍ଧା ଅନ୍‌ଲାଇନ୍ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ଏହି ପଦରେ ନିଯୁକ୍ତି ଗ୍ରାଜୁଏଟ୍ ଆପେଣ୍ଡିସ୍ ଟ୍ରେନି- ୮୦ଟି ପଦ ଇଂଜିନିୟରିଂରେ ଡିଗ୍ରୀ । ଅଧିକତମ ବୟସ ସୀମା- ୨୭ ବର୍ଷ ଡିପ୍ଲୋମା ଆପେଣ୍ଡିସ୍ ଟ୍ରେନି -୩୦ ପଦ ଇଂଜିନିୟରିଂରେ ଡିପ୍ଲୋମା ଅଧିକତମ ବୟସ ସୀମା ୨୭ବର୍ଷ ଆଇଟିଆଇ ଆପେଣ୍ଡିସ୍ ଟ୍ରେନି- ୪୦ ପଦ ଆଇଟିଆଇ ସାର୍ଟିଫିକେଟ୍ ଅଧିକତମ ବୟସ ସୀମା ୨୭ ବର୍ଷ , ଏ ବର୍ଗକୁ ଅଧୂତମ ବୟସ ସୀମାରେ ୫ ବର୍ଷ ଓ ଓବିସିକୁ ୩ବର୍ଷ କୋହଳ କରାଯିବ । ଏହି ନିଯୁକ୍ତିରେ ବିଇ ବିଟେକ୍ , ଡିପ୍ଲୋମା ଧାରକ ପ୍ରାର୍ଥୀ ଆବେଦନ କରିପାରିବେ , ଯିଏ ୨୦୧୮/୨୦୧୯/୨୦୨୦ରେ ପାସ୍ ହୋଇଥିବେ ।

DRDOରେ ନିଯୁକ୍ତି : ତୁରନ୍ତ ଆବେଦନ କରନ୍ତୁ, ୧୫୦ , ଷ୍ଟାଇପେଣ୍ଡ ବିଇ , ବିଟେକ୍ ଡିଗ୍ରୀ ଧାରକ -୯୦୦୦ ଟଙ୍କା ପ୍ରତି ମାସ ଡିପ୍ଲୋମା ଡିଗ୍ରୀ ଧାରକ -୮୦୦୦ ଟଙ୍କା ପ୍ରତି ମାସ ଆଇଟିଆଇ ଡିଗ୍ରୀ ଧାରକ -୭୦୦୦ଟଙ୍କା ପ୍ରତି ମାସ ବା ଚୟନ ପ୍ରଣାଳୀ- ଲିଖିତ ପରୀକ୍ଷା ସାକ୍ଷାତ୍‌କାର ହେବ ନାହିଁ । କ୍ବାଲିଫାଇଙ୍କୁ ପରୀକ୍ଷାରେ ମିଳିଥିବା ନମ୍ବର ଆଧାରରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ ଏବଂ ନିଯୁକ୍ତି ଦିଆଯିବ । ଆବେଦନରେ ପୂରଣ କରାଯାଇଥିବା ଡିଟେଲ‌ବା କ୍ବାଲିଫିକେସନ ଡକ୍ୟୁମେଣ୍ଟସ ଆଧାରରେ ପ୍ରାର୍ଥୀଙ୍କୁ ସର୍ଟ ଲିଷ୍ଟ କରାଯିବ ।

Related Posts

About The Author

Add Comment