ସୁକରପଡାର ପୂର୍ବତନ ସରପଂଚ ନାବାଳିକା ଛାତ୍ରୀ ଙ୍କୁ ଅଶ୍ଲୀଳ ଇଂଗିତ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

Spread the love

କଟକ, ୧୪/୧୨ (ସନ୍ଧାନ ନିୟୁଜ) ନିଶ୍ଚିନ୍ତକୋଇଲି ବ୍ଲକର ସୁକରପଡା ର ପୂର୍ବତନ ସରପଂଚ ମୃତ୍ୟୁଞ୍ଜୟ ସ୍ବାଇଁ ଓରଫ ଗିଲ ଙ୍କ ନାଁ ରେ ଆସିଛି ସଂଗୀନ ଅଭିଯୋଗ। ଟିଉସନ ଯାଉଥିବା ବେଳେ ନାବାଳିକା ଛାତ୍ରୀ ଙ୍କୁ ଅଶ୍ଲୀଳ ଇଂଗିତ ପ୍ରଦର୍ଶନ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନିଶ୍ଚିନ୍ତକୋଇଲି ଥାନା ରେ ପରିବାର ପକ୍ଷରୁ ଦିଆଗଲା ଏତଲା। ନିଶ୍ଚିନ୍ତକୋଇଲି ପୋଲିସ କେସ୍ ନମ୍ବର ୮୬/୨୦୧୮ ଏବଂ ଦଫା ୩୪୧,୩୫୪(କ),୩୫୪(ଘ),୫୦୯ ଆଇପିସି ଏବଂ ୧୨ ପୋକ୍ସୋ ଆକ୍ଟ ରେ ମାମଲା ରୁଜୁ କରି ତଦନ୍ତ ଯୋରଦାର କରିଛି। ଏ ବାବଦରେ ମୃତ୍ୟୂଞ୍ଜୟ ଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ

Report- P Rout, Cuttack

Related Posts

About The Author

Add Comment