କାଉଡ଼ିଆ ମାନଙ୍କର ଲମ୍ବାଧାଡି ଶିବ ମନ୍ଦିରକୁ

Spread the love

ଯାଜପୁର, : ୧୦/୮/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲାର ବିଭିନ୍ନ ଶୈବପିଠକୁ କାଉଡିଆ ମାନେ ଲମ୍ବା ଧାଡିରେ ଶିବ ମନ୍ଦିରକୁ ଯାଉଥିବା ବେଳେ କାଉଡିଆ ମାନଙ୍କର ତୃତୀୟ ପାଳି ହୋଇଥିବା ବେଳେ କାଉଡିଆ ମାନେ ବିଭିନ୍ନ ଶିବ ମନ୍ଦିରକୁ ଯାଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଏହି ଜିଲ୍ଲାରୁ ଆରଡି ଆଖଣ୍ଡଳ ମଣି,ମହାବିନାୟକ, ଢେଙ୍କାନାଳ କପିଳାସ,ଲୋକନାଥ, ଗୋକର୍ଣ୍ଣେଶ୍ଵର,ବାଲୁକେଶ୍ଵର, ବୃଦ୍ଧଲିଙ୍ଗ, ଲଢୁବାବା, ମୁକ୍ତେଶ୍ଵର ଏବଂ ସ୍ଵପ୍ନେଶ୍ୱର ମନ୍ଦିରକୁ କାଉଡ଼ିଆ ମାନେ ତାଙ୍କବ୍ରତ ପୂରଣ ମୁଶଳ ଧାରାରେ ବର୍ଷା ବର୍ଷୁଥିବା କାଉଡିଆ ଯାତ୍ରୀ ମାନେ ମହିଳା, ପୁରୁଷ କାନ୍ଧରେ ବାହୁଙ୍ଗି ଧରି ଭୋଳା ବାବା ପାର କରେଗା,ଗଞ୍ଜେଇ ଧାରି ପାର କରେଗା, ଜଟିଆ ବାବା ପାର କରେଗା ଡାକ ଦେଇ ଯାଉଥିବା ଦେଖିବାକୁ ମିଳିଥିଲା । ଶ୍ରାବଣର ତୃତୀୟ ସୋମବାର ଆସନ୍ତା କାଲି ହୋଇଥିବା କାଉଡ଼ିଆ ମାନେ ଶିବାଳୟକୁ ଯାତ୍ରା କରିଥିବା ଦେଖିବାକୁ ମିଳିଛି ।

Related Posts

About The Author

Add Comment