ସୁନ୍ଦରଗଡ଼ ତା:୧୪-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ ତା:୧୧-୦୭-୨୦୨୬ରିଖ ଶନିବାର ଦିନ ଅଧ ରାତି ରେ ତଲସରା ଥାନା ବନଡେଗା ଫାଣ୍ଡି ଅନ୍ତର୍ଗତ ସରହା ଜଂଘା ଗ୍ରାମରେ ଜଣେ ୧୩ବର୍ଷ ର ଝିଅ କୁ ଏକ ବିବାହ ଘର ରୁ ଉଠାଇ ନେଇ ପାଖ ଜଙ୍ଗଲ ରେ ଏକ ଲଜ୍ଜିତ ଜନକ ଗଣ ଧର୍ଷଣ କରି ଥିବା ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ତପକରା ଥାନା ଅନ୍ତର୍ଗତ ସାଜ ବାହାଲ ଗ୍ରାମର ୧୩ବର୍ଷର ଜୈନେକ ଯୁବତୀ ତାଙ୍କ ମାମୁ ଘର ତଲସରା ଥାନା ବନଡେଗା ଫାଣ୍ଡି ଥାନା ଅନ୍ତର୍ଗତ ସରହା ଜଂଘା ଗ୍ରାମ କୁ କୁଣିଆଁ ଆସିଲା l ସରହା ଜଂଘା ଗ୍ରାମ ରେ ଅନ୍ୟ ଜାତି ପରିବାର ରେ ଏକ ବିବାହ ଚାଲୁଥିଲା l ବିବାହ ରେ ଡିଜେ ବାଜା ରେ ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଥିଲା l ଛତିଶଗଡ ରାଜ୍ୟ ତପକରା ଥାନା ସାଜ ବାହାଲ ରୁ ଆସିଥିବା ଜୈନେକ ଯୁବତୀ ର ଭିତିରିଆ ଏକ ପ୍ରେମିକ ସରହା ଜଂଘା ଗ୍ରାମ ରେ ରହିଥିଲା l ଦୁହେଁ ଦୁହିଁଙ୍କୁ ଦେଖା ଦେଖି ହୋଇ ବହୁତ ପ୍ରେମ ସମ୍ପର୍କ ରହିଥିଲା l ରାତି ସମୟ ହେଲା ଡିଜେ ବାଜା ଶୁଣି ଦୁଇ ପ୍ରେମିକ ପ୍ରେମିକା ବିବାହ ଘର କୁ ପହଞ୍ଚି ନାଚିଲେ l କିଛି ସମୟ ପରେ ଦୁଇ ପ୍ରେମିକ ପ୍ରେମିକା ବାହାର କୁ ବାହାରି ନିର୍ଜନ ଜାଗାକୁ ଯାଇ ଶାରୀରିକ ମିଳାମିଶା ସମୟରେ ପ୍ରେମିକ ର ସାଙ୍ଗ ମାନେ ସେଠାରେ ପହଞ୍ଚି ଝିଅ କୁ ଶାରୀରିକ ସମ୍ବନ୍ଧ ପାଇଁ କହିବାରୁ ତାଙ୍କ ସହିତ ବି ଶାରୀରିକ ସମ୍ବନ୍ଧ ଝିଅ ରଖିଥିଲେ l ପରେ ଖୁସି ରେ ଖୁସିରେ ବିବାହ ହେଉଥିବା ଘରକୁ ଫେରି ଆସିଲେ l କିଛି ସମୟ ପରେ ପ୍ରେମିକ ପ୍ରେମିକା ଆଉ ଥରେ ଶାରୀରିକ ସମ୍ବନ୍ଧ ରଖିବା ପାଇଁ କଥା ହୋଇ ବାହାର କୁ ବାହାରିଲା ବେଳେ ଜୈନେକ ଝିଅ ର ଝିଅ ସାଙ୍ଗ ମାନେ ସନ୍ଦେହ କରିବାରୁ ଜୈନେକ ଝିଅ ପ୍ରେମିକ ବାହାର କୁ ବାହାରିବି ତୁମେ ବାହାରେ ଥାଅ ବୋଲି କହିବାରୁ ପ୍ରେମିକ ପିଲା ବାହାରେ ଥିଲା l କିଛି ସମୟ ପରେ ଜୈନେକ ଝିଅ ପରିସ୍ରା କରିବା ବାହାନା କରି ବାହାର କୁ ବାହାରିଲା ଓ ତାର ପ୍ରେମିକ ସାଙ୍ଗ ରେ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଜଙ୍ଗଲ କୁ ଗଲେ l ସେଠାରେ ଆଗ ଥର ଭଳି ଏଥର ମଧ୍ୟ ପ୍ରେମିକ ର ଅନ୍ୟ ସାଙ୍ଗ ମାନେ ମଧ୍ୟ ଜୈନେକ ଝିଅ ସହିତ ଶାରୀରିକ ସମ୍ବନ୍ଧ ରଖିଲେ l ଶାରୀରିକ ସମ୍ବନ୍ଧ ରଖିବାରେ ସକାଳ ହୋଇ ଯିବା ପରେ ଝିଅ ଘରକୁ ଫେରି ଆସିଲା l ଘର ଲୋକ ଝିଅ କୁ ରାତିରେ କୁଆଡେ ଯାଇଥିଲୁ କହିବାରୁ ଝିଅ ଡରରେ କିଛି କଥା ଲୁଚାଇ କିଛି କଥା ଘରେ କହିବାରୁ ଘର ଲୋକେ ତଲସରା ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଥିଲେ l ତଲସରା ଥାନା ଅଧିକାରୀ ଓ ବନଡେଗା ଫାଣ୍ଡି ଅଧିକାରୀ ଉଚିତ ତଦନ୍ତ କରି ୬ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଖବର ମିଳିଛି l ତଲସରା ପୋଲିସ ଅଟକ ରଖିଥିବା ଅଭିଯୁକ୍ତ ମାନେ ହେଲେ ମନିଷ ଡମ (୧୮)ଫୁଲଚାନ୍ଦ ଡମ (୨୦)ନିର୍ମଳ ଡମ (୨୫)ପୱନ ଡମ (୧୫)ଦୀପ ଡମ (୧୭)ସୁରେନ ଡମ (୧୫)l ଏମାନେ ବନଡେଗା ଫାଣ୍ଡି ସରହା ଜଂଘା କଲୋନୀ ପଡା ର ବୋଲି ସୂଚନା ରହିଛି l ତଳସରା ଥାନା କେଶ ନମ୍ବର U/s 209U/s-137(2)/87/70(2) BNSRW sec.6 POCSO act 2012 ଅନୁଯାୟୀ ତିନି ଜଣ ଙ୍କୁ କୋର୍ଟ ଚାଲାଣ ସହ ଆଉ ତିନି ଜଣ ଙ୍କୁ ବାଲ ସୁଧାର କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇ ଥିବା ପୋଲିସ ସୂତ୍ରରୁ ସୂଚନା ରହିଛି ।
ପ୍ରେମ ସମ୍ପର୍କ ରେ ଫାଟ ସୃଷ୍ଟି ରୁ ଗଣ ଦୁଷ୍କର୍ମ,ଅଭିଯୁକ୍ତ ମାନେ ଗିରଫ ସହିତ କୋର୍ଟ ଚାଲାଣ
|
July 13, 2026 |



