ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯୁବକଙ୍କ, ଏକାଦଶାହ କ୍ରିୟାରେ ଶ୍ରଦ୍ଧାଞ୍ଜଳି ଦେଲେ ଓଡିଶା ଅପରେଟର ମହାସଙ୍ଘ,

Spread the love

ସୁକିନ୍ଦା /ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ହାତିବାରୀ ପଞ୍ଚାୟତ ଅଧୀନ ବୈରିମାଳ (ବିଶ୍ୱନାଥ ପୁର )ଗ୍ରାମର ସାନନ୍ଦ ମଲ୍ଲିକ ଙ୍କ ପୁଅ ଚିନ୍ମୟ ମଲ୍ଲିକ(କାହ୍ନୁ) ୩୧ ଓ ବିଟଳି ରାଉତ ଙ୍କ ପୁତ୍ର ଦୀପକ ରାଉତ ୨୩ ଙ୍କର ଗତ ୨୬ ଜାନୁଆରୀ ରେ ଭଦ୍ରକ ବାସୁଦେବପୁର ଠାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ପରଦିନ ଶବ ବ୍ୟବଛେଦ ପରେ ନିଜ ଜନ୍ମିତ ମାଟିକୁ ଦୁହିଁଙ୍କୁ ଆଣିଥିଲେ, ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା,ନିଜ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା, ତାଙ୍କ ଏକାଦଶାହ କ୍ରିୟାରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀଙ୍କ ସାନଭାଇ ରମଣୀ ରଞ୍ଜନ ବଳସାମତ ଓ ଓଡିଶା ଅପରେଟର ମହାସଂଘର ସଦସ୍ୟ ମାନେ ଚିନ୍ମୟ ଓ ଦୀପକ ଙ୍କର ବାସଭବନରେ ପହଁଚି ଶୋକାକୁଳ ପରିବାରକୁ ଆର୍ଥିକ ସହାୟତା ଦେବା ସହ ଶାନ୍ତନା ଦେଇ ଅମର ଆତ୍ମାର ସଦଗଦି କାମନା କରିଥିଲେ,

Related Posts

About The Author

Add Comment