ମୟୁରଭଞ୍ଜ, ୨୯/୦୫ (ସନ୍ଧାନ ନିଉଜ) ସାପ କାମୁଡ଼ାରେ ଦୁଇ ଛାତ୍ରୀ ମୃତ। ମୃତା ଦୁଇଜଣ ସମ୍ପର୍କରେ ମାଉସୀ ଝିଅ ଭଉଣୀ। ଅଜା ଘରକୁ ଆସି ରାତିରେ ଗୋଟିଏ ବିଛଣାରେ ଶୋଇଥିବା ସାପ କାମୁଡ଼ାର ଶିକାର। ତେବେ ଚିତିସାପ କାମୁଡି ଥିବାର ଜଣାପଡିଛି। ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ। ସ୍ଥାନୀୟ ଖଣ୍ଡିଆ ପଂଚାୟତର ବଡ଼ଦନାମରା ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା।
ସାପ କାମୁଡ଼ାରେ ଦୁଇ ଛାତ୍ରୀ ମୃତ
|
May 30, 2020 |
